ଜୟପୁର ବିଧାୟକ ପ୍ରାର୍ଥୀ ଭାବେ ଗୌତମ ସାମନ୍ତରାୟଙ୍କୁ ଘୋଷଣା କଲା ବିଜେପି
ଜୟପୁର : ଜୟପୁର ବିଧାୟକ ପ୍ରାର୍ଥୀ ଘୋଷଣା କଲା ବିଜେପି । ଗୌତମ ସାମନ୍ତରାୟଙ୍କୁ ପ୍ରାର୍ଥୀ କରିଛି ଦଳ । ୨୦୧୯ ମଧ୍ୟ ଗୌତମ ସାମନ୍ତରାୟ ବିଜେପିରୁ ପ୍ରାର୍ଥୀ ହୋଇଥିଲେ । ପୂର୍ବରୁ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ବିଜେଡିରୁ ଇନ୍ଦିରା ନନ୍ଦ ଏବଂ କଂଗ୍ରେସରୁ ତାରାପ୍ରସାଦ ବାହିନୀପତିଙ୍କୁ ପ୍ରାର୍ଥୀ ହୋଇଛନ୍ତି । ୨୦୧୯ ନିର୍ବାଚନରେ ବିଜେପିରୁ ଲଢି ଗୌତମ ପାଇଥିଲେ ୩୩ ହଜାର ୮୦୫ ଖଣ୍ଡ ଭୋଟ୍। ସେ ତୃତୀୟରେ ଥିଲେ। […] The post ଜୟପୁର ବିଧାୟକ ପ୍ରାର୍ଥୀ ଭାବେ ଗୌତମ ସାମନ୍ତରାୟଙ୍କୁ ଘୋଷଣା କଲା ବିଜେପି appeared first on KNews Odisha.

ଜୟପୁର : ଜୟପୁର ବିଧାୟକ ପ୍ରାର୍ଥୀ ଘୋଷଣା କଲା ବିଜେପି । ଗୌତମ ସାମନ୍ତରାୟଙ୍କୁ ପ୍ରାର୍ଥୀ କରିଛି ଦଳ । ୨୦୧୯ ମଧ୍ୟ ଗୌତମ ସାମନ୍ତରାୟ ବିଜେପିରୁ ପ୍ରାର୍ଥୀ ହୋଇଥିଲେ । ପୂର୍ବରୁ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ବିଜେଡିରୁ ଇନ୍ଦିରା ନନ୍ଦ ଏବଂ କଂଗ୍ରେସରୁ ତାରାପ୍ରସାଦ ବାହିନୀପତିଙ୍କୁ ପ୍ରାର୍ଥୀ ହୋଇଛନ୍ତି ।
୨୦୧୯ ନିର୍ବାଚନରେ ବିଜେପିରୁ ଲଢି ଗୌତମ ପାଇଥିଲେ ୩୩ ହଜାର ୮୦୫ ଖଣ୍ଡ ଭୋଟ୍। ସେ ତୃତୀୟରେ ଥିଲେ। ୨୦୧୯ରେ ତାରାଙ୍କୁ ୫୯ ହଜାର ୭୮୫ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡିର ରବି ନନ୍ଦଙ୍କୁ ମିଳିଥିଲା ୫୪ ହଜାର ୩୩୪ ଖଣ୍ଡ ଭୋଟ । ଏଥର ପ୍ରାୟ ସେହି ପୁରୁଣା ଲଢେଇ। ରବି ନନ୍ଦଙ୍କ ସ୍ଥାନରେ ତାଙ୍କ ପତ୍ନୀ ଇନ୍ଦିରା ନନ୍ଦ ବିଜେଡିରୁ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ତାରା ଓ ବିଜେପିରୁ ଗୌତମ ମୈଦାନକୁ ଓହ୍ଲାଇଛନ୍ତି।
The post ଜୟପୁର ବିଧାୟକ ପ୍ରାର୍ଥୀ ଭାବେ ଗୌତମ ସାମନ୍ତରାୟଙ୍କୁ ଘୋଷଣା କଲା ବିଜେପି appeared first on KNews Odisha.