ଜୟପୁର ସ୍କୁଲରେ ଅଭାନୀୟ ଘଟଣା; ସ୍କୁଲ ଛାତ ଉପରୁ ହାତଗୋଡ ବନ୍ଧା ଅବସ୍ଥାରେ ମିଳିଲା ୧୩ ବର୍ଷୀୟା ନାବାଳିକା

କନକ ବ୍ୟୁରୋ : କୋରାପୁଟ ଜୟପୁରରୁ ୮ମ ଶ୍ରେଣୀରେ ପାଠ ପଡ଼ୁଥିବା ୧୩ ବର୍ଷିର ଝିଅର ହାତ ଗୋଡ଼ ବାନ୍ଧି ଏକ ଅଖାବସ୍ତା ଭିତରେ ରଖାଯାଇଥିବା ଦୃଶ୍ୟ ସାମ୍ନାକୁ ଆସିଛି । ସହରର ଉମୁରି ସ୍ଥିତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି । ସ୍କୁଲରେ ପାଠ ପଢୁଥିବା ଜଣେ ଛାତ୍ରୀ ଗତ ୨ ତାରିଖ ସନ୍ଧ୍ୟାରେ କେଉଁ ଆଡ଼େ ଚାଲିଯାଇଥିବା ଖବର ସାମ୍ନାକୁ ଆସିବା ପରେ ଖୋଜା ଖୋଜି ଆରମ୍ଭ ହୋଇଥିଲା । ଝିଅଟିର କୌଣସି ଖବର ମିଳିନଥିଲା । ସ୍କୁଲ କର୍ତ୍ତୃପକ୍ଷ ଝିଅର ବାପା ମାଆକୁ ଖବର ଦେଇଥିଲେ । ପରେ ପରିବାର ଲୋକେ ଖୋଜା ଖୋଜି ଆରମ୍ଭ କରିଥିଲେ । କିଛି ସମୟର ଖୋଜା ଖୋଜି ପରେ ଦେଖିବାକୁ ପାଇଲେ ସ୍କୁଲର ଛାତ ଉପରେ ଏକ ଅଖା ବସ୍ଥା ଭିତରେ ହାତ ଗୋଡ଼ ବନ୍ଦା ହୋଇ ଝିଅ ଟି ରହିଛି । ତୁରନ୍ତ ସେଠାରୁ ତାକୁ ଉଦ୍ଧାର କରିଥିଲେ । ଏହି ଘଟଣା କିପରି ହେଲା ଓ କାହିଁକି ହେଲା ତାକୁ ନେଇ ପରିବାର ଜୟପୁର ସଦର ଥାନାର ଦ୍ୱାରସ୍ଥ ହୋଇଛନ୍ତ । ସ୍କୁଲ କର୍ତ୍ତୁପକ୍ଷ କିପରି ହେଲା ତାହା  ଜାଣି ନଥିବା କହୁଛନ୍ତି ।

ଜୟପୁର ସ୍କୁଲରେ ଅଭାନୀୟ ଘଟଣା; ସ୍କୁଲ ଛାତ ଉପରୁ  ହାତଗୋଡ ବନ୍ଧା ଅବସ୍ଥାରେ ମିଳିଲା ୧୩ ବର୍ଷୀୟା ନାବାଳିକା

କନକ ବ୍ୟୁରୋ : କୋରାପୁଟ ଜୟପୁରରୁ ୮ମ ଶ୍ରେଣୀରେ ପାଠ ପଡ଼ୁଥିବା ୧୩ ବର୍ଷିର ଝିଅର ହାତ ଗୋଡ଼ ବାନ୍ଧି ଏକ ଅଖାବସ୍ତା ଭିତରେ ରଖାଯାଇଥିବା ଦୃଶ୍ୟ ସାମ୍ନାକୁ ଆସିଛି । ସହରର ଉମୁରି ସ୍ଥିତ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ଏଭଳି ଘଟଣା ଘଟିଛି । ସ୍କୁଲରେ ପାଠ ପଢୁଥିବା ଜଣେ ଛାତ୍ରୀ ଗତ ୨ ତାରିଖ ସନ୍ଧ୍ୟାରେ କେଉଁ ଆଡ଼େ ଚାଲିଯାଇଥିବା ଖବର ସାମ୍ନାକୁ ଆସିବା ପରେ ଖୋଜା ଖୋଜି ଆରମ୍ଭ ହୋଇଥିଲା । ଝିଅଟିର କୌଣସି ଖବର ମିଳିନଥିଲା । ସ୍କୁଲ କର୍ତ୍ତୃପକ୍ଷ ଝିଅର ବାପା ମାଆକୁ ଖବର ଦେଇଥିଲେ ।

ପରେ ପରିବାର ଲୋକେ ଖୋଜା ଖୋଜି ଆରମ୍ଭ କରିଥିଲେ । କିଛି ସମୟର ଖୋଜା ଖୋଜି ପରେ ଦେଖିବାକୁ ପାଇଲେ ସ୍କୁଲର ଛାତ ଉପରେ ଏକ ଅଖା ବସ୍ଥା ଭିତରେ ହାତ ଗୋଡ଼ ବନ୍ଦା ହୋଇ ଝିଅ ଟି ରହିଛି । ତୁରନ୍ତ ସେଠାରୁ ତାକୁ ଉଦ୍ଧାର କରିଥିଲେ । ଏହି ଘଟଣା କିପରି ହେଲା ଓ କାହିଁକି ହେଲା ତାକୁ ନେଇ ପରିବାର ଜୟପୁର ସଦର ଥାନାର ଦ୍ୱାରସ୍ଥ ହୋଇଛନ୍ତ । ସ୍କୁଲ କର୍ତ୍ତୁପକ୍ଷ କିପରି ହେଲା ତାହା  ଜାଣି ନଥିବା କହୁଛନ୍ତି ।