ଝଲକ୍ ଜିତିଲେ ବିହାର ଝିଅ ମନିଷା
ବମ୍ବେ: ଶେଷ ହୋଇଛି ଲୋକପ୍ରିୟ ଡ୍ୟାନ୍ସ ରିଆଲିଟି ଶୋ’ ‘ଝଲକ ଦିଖ୍ଲା ଯା’ର ୧୧ତମ ସିଜନ୍। ଶନିବାର ଏହାର ଫିନାଲେରେ ବିହାର ଝିଅ ମନିଷା ରାନୀଙ୍କୁ ବିଜେତା ଘୋଷିତ କରାଯାଇଛି। ଚ୍ୟନେଲ ତରଫରୁ ମନିଷା ଏବଂ ତାଙ୍କ କୋରିଓଗ୍ରାଫରଙ୍କୁ ୩୦ ଲକ୍ଷ ଟଙ୍କାର ଚେକ୍ ଦିଆଯାଇଛି। ସେଥିରୁ କୋରିଓଗ୍ରାଫର ୫ ଲକ୍ଷ ପାଇବେ ବୋଲି ଜଣାପଡ଼ିଛି। ଶୋ’ରେ ଓ୍ବାଇଲ୍ଡ କାର୍ଡ ଭାବେ ଏଣ୍ଟ୍ରି ପାଇଥିବା ମନିଷା ନିଜର ନୃତ୍ୟଶୈଳୀରେ ସମସ୍ତଙ୍କୁ ହୃଦୟ ଜିତିଥିଲେ। ଫାଇନାଲରେ ମଧ୍ୟ ସେଭଳି […] The post ଝଲକ୍ ଜିତିଲେ ବିହାର ଝିଅ ମନିଷା appeared first on Dharitri Odia News.
ବମ୍ବେ: ଶେଷ ହୋଇଛି ଲୋକପ୍ରିୟ ଡ୍ୟାନ୍ସ ରିଆଲିଟି ଶୋ’ ‘ଝଲକ ଦିଖ୍ଲା ଯା’ର ୧୧ତମ ସିଜନ୍। ଶନିବାର ଏହାର ଫିନାଲେରେ ବିହାର ଝିଅ ମନିଷା ରାନୀଙ୍କୁ ବିଜେତା ଘୋଷିତ କରାଯାଇଛି। ଚ୍ୟନେଲ ତରଫରୁ ମନିଷା ଏବଂ ତାଙ୍କ କୋରିଓଗ୍ରାଫରଙ୍କୁ ୩୦ ଲକ୍ଷ ଟଙ୍କାର ଚେକ୍ ଦିଆଯାଇଛି। ସେଥିରୁ କୋରିଓଗ୍ରାଫର ୫ ଲକ୍ଷ ପାଇବେ ବୋଲି ଜଣାପଡ଼ିଛି।
ଶୋ’ରେ ଓ୍ବାଇଲ୍ଡ କାର୍ଡ ଭାବେ ଏଣ୍ଟ୍ରି ପାଇଥିବା ମନିଷା ନିଜର ନୃତ୍ୟଶୈଳୀରେ ସମସ୍ତଙ୍କୁ ହୃଦୟ ଜିତିଥିଲେ। ଫାଇନାଲରେ ମଧ୍ୟ ସେଭଳି କିଛି ଦୃଶ୍ୟ ଜଜ୍ମାନଙ୍କୁ ପ୍ରଭାବିତ କରିଥିଲା। ଶେଷରେ ସେ ଟ୍ରଫି ଜିତିବାରେ ସଫଳ ହୋଇଛନ୍ତି।
Manisha aa rahi hai Great Grand Finale par sabka mind blow karne ke liye!
Dekhiye #JhalakDikhhlaJaa The Great Grand Finale, 2nd March, Saturday raat 8 baje se, sirf #SonyEntertainmentTelevision par!#MalaikaArora #FarahKhan @ArshadWarsi @GAUAHAR_KHAN @rithvik_RD #ManishaRani… pic.twitter.com/KcKmEbqit0
— sonytv (@SonyTV) March 1, 2024
The post ଝଲକ୍ ଜିତିଲେ ବିହାର ଝିଅ ମନିଷା appeared first on Dharitri Odia News.