ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଅବୈଧ ଭାବେ ରହୁଥିବା ୪୪୪ ଜଣରୁ ଅଧିକ ବାଲାଂଦେଶୀ ଚିହ୍ନଟ
ନନ୍ଦିଘୋଷ ବ୍ୟୁରୋ: ଝାରସୁଗୁଡା ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ଅବୈଧ ଭାବେ ରହୁଥିବା ୪୪୪ ଜଣରୁ ଅଧିକ ବାଙ୍ଗାଲାଦେଶୀ ମାନଙ୍କୁ... The post ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଅବୈଧ ଭାବେ ରହୁଥିବା ୪୪୪ ଜଣରୁ ଅଧିକ ବାଲାଂଦେଶୀ ଚିହ୍ନଟ appeared first on .
ନନ୍ଦିଘୋଷ ବ୍ୟୁରୋ: ଝାରସୁଗୁଡା ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ଅବୈଧ ଭାବେ ରହୁଥିବା ୪୪୪ ଜଣରୁ ଅଧିକ ବାଙ୍ଗାଲାଦେଶୀ ମାନଙ୍କୁ ଚିହ୍ନଟ କରାଯାଇଛି। ଝାରସୁଗୁଡ଼ା ପୋଲିସ ସବ ଡିଭିଜନ ଅଂଚଳରର ୧୮୩ ଏବଂ ବ୍ରଜରାଜନଗର ସବ ଡିଭିଜନ ଅଂଚଳରୁ ୨୬୧ ଜଣଙ୍କୁ ଅଟକ ରଖାଯାଇଛି। ଝାରସୁଗୁଡ଼ାର ବ୍ଲାକ ଡାଇମଣ୍ଡ ଠାରେ ୧୮୩ ଜଣ ବ୍ୟକ୍ତି ଥିବା ବେଳେ ବ୍ରଜରାଜନଗର ସୁରଭି କ୍ଲବ ଠାରେ ୨୬୧ ଜଣଙ୍କୁ ଅଟକ ରଖାଯାଇଛି। ଏମାନେ ଝାରସୁଗୁଡ଼ା ଜିଲ୍ଲାରେ ଅବୈଧ ଭାବେ ରହୁଥିବା ନେଇ ତଦନ୍ତ ପରେ ଡକ୍ୟୁମେଣ୍ଟ ଭେରିଫାଏ କରାଯିବ ବୋଲି ଆଇଜି ସୂଚନା ଦେଇଛନ୍ତି। ଏକ ଟାସ୍କଫୋର୍ସ ଗଠନ କରାଯାଇଛି ଏହି ସନ୍ଦିଗ୍ଧ ମାନଙ୍କୁ ଠାବ କରାଯାଇଛି। ସମସ୍ତଙ୍କ ନାଗରିକ ପତ୍ର ଯାଞ୍ଚ କରାଯିବ ଏବଂ ଯଦି କୌଣସି ସମସ୍ୟା ଉପୁଜେ ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଲେ ଆଇଜି ହିମାଂଶୁ ଲାଲ ଏବଂ ଏସପି ସ୍ମିତ ପି ପରମାର ।
The post ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଅବୈଧ ଭାବେ ରହୁଥିବା ୪୪୪ ଜଣରୁ ଅଧିକ ବାଲାଂଦେଶୀ ଚିହ୍ନଟ appeared first on .