ଝାଡ଼ାବାନ୍ତିରେ ୧୦ ଜଣ ଆକ୍ରାନ୍ତ, ସ୍ୱାସ୍ଥ୍ୟ ବିଭାଗ କର୍ମୀ ଗାଁରେ ପହଞ୍ଚିଲେ

ବ୍ରହ୍ମପୁର : ଝାଡ଼ାବାନ୍ତିରେ ୧୦ ଜଣ ଆକ୍ରାନ୍ତ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବାଦପୁର ପଂଚାୟତର ଏସ, ମର୍ଦ୍ଧରାଜପୁରରେ ଝାଡାବାନ୍ତି । ଆକ୍ରାନ୍ତଙ୍କୁ ପାତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେମାନେ ସୁସ୍ଥ ହୋଇ ଗାଁକୁ ଫେରିଥିବା ଜଣାପଡିଛି l ପାଣି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି। ସ୍ୱାସ୍ଥ୍ୟ ବିଭାଗ କର୍ମୀ ଓ ପ୍ରଶାସନ ଗାଁରେ ପହଞ୍ଚି ସଚେତନ କରାଇଛନ୍ତି l The post ଝାଡ଼ାବାନ୍ତିରେ ୧୦ ଜଣ ଆକ୍ରାନ୍ତ, ସ୍ୱାସ୍ଥ୍ୟ ବିଭାଗ କର୍ମୀ ଗାଁରେ ପହଞ୍ଚିଲେ appeared first on KNews Odisha.

ଝାଡ଼ାବାନ୍ତିରେ ୧୦ ଜଣ ଆକ୍ରାନ୍ତ, ସ୍ୱାସ୍ଥ୍ୟ ବିଭାଗ କର୍ମୀ ଗାଁରେ ପହଞ୍ଚିଲେ
medical

ବ୍ରହ୍ମପୁର : ଝାଡ଼ାବାନ୍ତିରେ ୧୦ ଜଣ ଆକ୍ରାନ୍ତ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ବାଦପୁର ପଂଚାୟତର ଏସ, ମର୍ଦ୍ଧରାଜପୁରରେ ଝାଡାବାନ୍ତି । ଆକ୍ରାନ୍ତଙ୍କୁ ପାତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେମାନେ ସୁସ୍ଥ ହୋଇ ଗାଁକୁ ଫେରିଥିବା ଜଣାପଡିଛି l ପାଣି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି। ସ୍ୱାସ୍ଥ୍ୟ ବିଭାଗ କର୍ମୀ ଓ ପ୍ରଶାସନ ଗାଁରେ ପହଞ୍ଚି ସଚେତନ କରାଇଛନ୍ତି l

The post ଝାଡ଼ାବାନ୍ତିରେ ୧୦ ଜଣ ଆକ୍ରାନ୍ତ, ସ୍ୱାସ୍ଥ୍ୟ ବିଭାଗ କର୍ମୀ ଗାଁରେ ପହଞ୍ଚିଲେ appeared first on KNews Odisha.