ଝିଅ ବାହାଘରରେ ନାଚିଲେ ଅମିର, ଭାଇରାଲ ହେଉଛି ଭିଡିଓ…

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ୍‌ଙ୍କ ଝିଅ ଇରା ଖାନ ଏବଂ ନୁପୂର ଶିଖରରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଅମିର ଏବଂ ରିନା ଦତ୍ତଙ୍କ ଝିଅ ଇରା ଜାନୁଆରୀ ୩ରେ ତାଜ୍‌ ଲ୍ୟାଣ୍ଡସ ଆଣ୍ଡରେ ପ୍ରେମିକ ନୁପୂର ଶିଖରେଙ୍କୁ ବିବାହ କରିଛନ୍ତି। ଏହି ସମୟରେ ଅମ୍ବାନୀ ପରିବାର ସହିତ ଖାନ୍‌ ଏବଂ ଶିଖରେ ପରିବାର ଅଂଶଗ୍ରହଣ କରିଥିଲେ। ବିବାହ ଶୋଭାଯାତ୍ରାରେ ଅମିରଙ୍କ ଏକ ଡ୍ୟାନ୍ସ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। Aamir Khan […] The post ଝିଅ ବାହାଘରରେ ନାଚିଲେ ଅମିର, ଭାଇରାଲ ହେଉଛି ଭିଡିଓ… appeared first on Dharitri Odia News.

ଝିଅ ବାହାଘରରେ ନାଚିଲେ ଅମିର, ଭାଇରାଲ ହେଉଛି ଭିଡିଓ…

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ୍‌ଙ୍କ ଝିଅ ଇରା ଖାନ ଏବଂ ନୁପୂର ଶିଖରରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।
ଅମିର ଏବଂ ରିନା ଦତ୍ତଙ୍କ ଝିଅ ଇରା ଜାନୁଆରୀ ୩ରେ ତାଜ୍‌ ଲ୍ୟାଣ୍ଡସ ଆଣ୍ଡରେ ପ୍ରେମିକ ନୁପୂର ଶିଖରେଙ୍କୁ ବିବାହ କରିଛନ୍ତି। ଏହି ସମୟରେ ଅମ୍ବାନୀ ପରିବାର ସହିତ ଖାନ୍‌ ଏବଂ ଶିଖରେ ପରିବାର ଅଂଶଗ୍ରହଣ କରିଥିଲେ। ବିବାହ ଶୋଭାଯାତ୍ରାରେ ଅମିରଙ୍କ ଏକ ଡ୍ୟାନ୍ସ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ଖାଲି ଏତିକି ନୁହେଁ ଭିଡିଓରେ ଅମିର ପୁଅ, ପୂର୍ବତନ ସ୍ତ୍ରୀ କିରଣ ରାଓ ଏବଂ ରୀନା ଦତ୍ତଙ୍କ ସହ ଡ୍ୟାନ୍ସ କରୁଛନ୍ତି। ଅମିର ଏହି ସମୟରେ ତାଙ୍କ ପୂର୍ବତନ ସ୍ତ୍ରୀ କିରଣଙ୍କୁ କିସ୍‌ କରୁଥିବାର ମଧ୍ୟ ନଜର ଆସିଛନ୍ତି। ତାଙ୍କ ସମୁଦୁଣୀ ତାଙ୍କ ପାଖରେ ଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଲୋକେ ଅମିରଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି।

The post ଝିଅ ବାହାଘରରେ ନାଚିଲେ ଅମିର, ଭାଇରାଲ ହେଉଛି ଭିଡିଓ… appeared first on Dharitri Odia News.