ଝିଅଙ୍କ ଉପରେ ଚିଡିଗଲେ ଅଟୋ ଡ୍ରାଇଭର, ଏମିତି କଲେ ଅପିଲ୍...
ନୂଆଦିଲ୍ଲୀ ୦୮/୦୪: ଅଟୋରେ ଯାତ୍ରା ବେଳେ ସମସ୍ତେ କିଛି ନା କିଛି ସମ୍ୱୋଧନ କରିଥାନ୍ତି । କେହି ଭାଇ ଡାକେ ତ କେହି ମଉସା ଓ କେହି ଅଙ୍କଲ ଡାକନ୍ତି । କାରଣ ସମ୍ମାନ ଦୃଷ୍ଟିରୁ ଯାତ୍ରୀମାନେ ସେମାନଙ୍କୁ ଏମିତି ଡାକିଥାନ୍ତି । ହେଲେ ଏବେ ଜଣେ ଅଟୋ ଡ୍ରାଇଭର ଜଣଙ୍କ ଏମିତି କିଛି କାମ କରିଛନ୍ତି ଯାହାକୁ ନେଇ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଛି । ତାଙ୍କ ଗାଡିରେ ଏମିତି ଜିନିଷ ଲେଖିଛନ୍ତି ଯାହକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଜଣେ ଯାତ୍ରୀ ଏହାର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତେବେ ଏମିତି କରିବାର ତାଙ୍କର ବି ରହିଛି ଉଦ୍ଦେଶ୍ୟ । ସୋସିଆଲ ମିଡିଆ ୟୁଜର୍ସମାନେ ସେୟାର କରି ଲେଖିଛନ୍ତି ଏହା ମୁଖ୍ୟତଃ ଝିଅମାନଙ୍କ ପାଇଁ । କାରଣ ଅଟୋରେ ଯିଏ ବସିଲା ତାଙ୍କୁ ଭାଇ ବୋଲି ସମ୍ୱୋଧନ କରିଲା । ସେଥିପାଇଁ ସେ ଏଥିରୁ ମୁକ୍ତି ପାଇବାର ବାଟ ଆପଣାଇଛନ୍ତି । ଜଣେ ୟୁଜର ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ସେୟାର କରିଛନ୍ତି । i saw this in the auto today???????? pic.twitter.com/FTR52h4cho— naya (@nayascrackhouse) April 4, 2024ସେ ତାଙ୍କ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, 'ଆଜି ମୁଁ ଏହି ଚିତ୍ର ଅଟୋରେ ଦେଖିଲି । ୧.୫ ଲକ୍ଷରୁ ଅଧିକ ଲୋକ ଏହି ପୋଷ୍ଟ ଦେଖିସାରିଲେଣି । ତେବେ ଲେଖାଯାଇଥିବା ପୋଷ୍ଟରେ ସ୍ପଷ୍ଟଭାବେ କୁହାଯାଇଛି ଯେ, ତାଙ୍କୁ 'ଭାଇ' ବୋଲି କେହି ନ ଡାକନ୍ତୁ । ଖାସ୍ କରି ଝିଅମାନେ
ନୂଆଦିଲ୍ଲୀ ୦୮/୦୪: ଅଟୋରେ ଯାତ୍ରା ବେଳେ ସମସ୍ତେ କିଛି ନା କିଛି ସମ୍ୱୋଧନ କରିଥାନ୍ତି । କେହି ଭାଇ ଡାକେ ତ କେହି ମଉସା ଓ କେହି ଅଙ୍କଲ ଡାକନ୍ତି । କାରଣ ସମ୍ମାନ ଦୃଷ୍ଟିରୁ ଯାତ୍ରୀମାନେ ସେମାନଙ୍କୁ ଏମିତି ଡାକିଥାନ୍ତି ।
ହେଲେ ଏବେ ଜଣେ ଅଟୋ ଡ୍ରାଇଭର ଜଣଙ୍କ ଏମିତି କିଛି କାମ କରିଛନ୍ତି ଯାହାକୁ ନେଇ ସୋସିଆଲ ମିଡିଆରେ ଝଡ ସୃଷ୍ଟି ହୋଇଛି ।
ତାଙ୍କ ଗାଡିରେ ଏମିତି ଜିନିଷ ଲେଖିଛନ୍ତି ଯାହକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଜଣେ ଯାତ୍ରୀ ଏହାର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତେବେ ଏମିତି କରିବାର ତାଙ୍କର ବି ରହିଛି ଉଦ୍ଦେଶ୍ୟ ।
ସୋସିଆଲ ମିଡିଆ ୟୁଜର୍ସମାନେ ସେୟାର କରି ଲେଖିଛନ୍ତି ଏହା ମୁଖ୍ୟତଃ ଝିଅମାନଙ୍କ ପାଇଁ । କାରଣ ଅଟୋରେ ଯିଏ ବସିଲା ତାଙ୍କୁ ଭାଇ ବୋଲି ସମ୍ୱୋଧନ କରିଲା । ସେଥିପାଇଁ ସେ ଏଥିରୁ ମୁକ୍ତି ପାଇବାର ବାଟ ଆପଣାଇଛନ୍ତି । ଜଣେ ୟୁଜର ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ସେୟାର କରିଛନ୍ତି ।
i saw this in the auto today???????? pic.twitter.com/FTR52h4cho— naya (@nayascrackhouse) April 4, 2024
ସେ ତାଙ୍କ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, 'ଆଜି ମୁଁ ଏହି ଚିତ୍ର ଅଟୋରେ ଦେଖିଲି । ୧.୫ ଲକ୍ଷରୁ ଅଧିକ ଲୋକ ଏହି ପୋଷ୍ଟ ଦେଖିସାରିଲେଣି । ତେବେ ଲେଖାଯାଇଥିବା ପୋଷ୍ଟରେ ସ୍ପଷ୍ଟଭାବେ କୁହାଯାଇଛି ଯେ, ତାଙ୍କୁ 'ଭାଇ' ବୋଲି କେହି ନ ଡାକନ୍ତୁ । ଖାସ୍ କରି ଝିଅମାନେ ତାଙ୍କୁ 'ଭାଇ ଡାକୁଛନ୍ତି। ଯାହା ତାଙ୍କୁ ବିଲକୁଲି ବି ପସନ୍ଦ ଆସୁନି । ଫଟୋଟି ସେୟାର ହେବା ପରେ ଲୋକମାନେ ଏହି ପୋଷ୍ଟକୁ ବହୁତ ପସନ୍ଦ କରୁଛନ୍ତି ।
ଲୋକମାନେ ଏହା ଉପରେ ମନ୍ତବ୍ୟ ଦେଇ ନିଜର ମତାମତ ମଧ୍ୟ ଦେଉଛନ୍ତି । ଜଣେ କହିଛନ୍ତି ଏହି ଡ୍ରାଇଭର ମୁମ୍ବାଇ କିମ୍ବା ବାଙ୍ଗାଲୋରର ହୋଇପାରନ୍ତି, ଯିଏ ଅଟୋରେ ପ୍ରାୟତ ଏପରି ଜିନିଷ ଲେଖନ୍ତି । ଏହା ପୂର୍ବରୁ ମଧ୍ୟ ଜଣେ ଅଟୋ ଡ୍ରାଇଭର ତାଙ୍କ କାରରେ ସମାନ କଥା ଲେଖିଥିଲେ । ସେ ଲେଖିଛନ୍ତି, 'ଜିପ୍ ଉପଲବ୍ଧ ନାହିଁ । ଏଟିଏମରୁ ଟଙ୍କା ଉଠାଇବା ପାଇଁ ମଧ୍ୟ ଏହା ଅଟକିବ ନାହିଁ ।