ଝଡ଼ବର୍ଷାରେ ବେହାଲ୍ ହେଲା ରାଜଧାନୀ ଦିଲ୍ଲୀ
ଝଡ଼ବର୍ଷାରେ ବେହାଲ୍ ହେଲା ରାଜଧାନୀ ଦିଲ୍ଲୀ। ବୁଡ଼ିଲା କାର୍, ଉପୁଡ଼ିଲା ଗଛ। ରାସ୍ତାରେ ଲହଡ଼ି ଭାଙ୍ଗିଲା ବର୍ଷା ପାଣି। ଘଣ୍ଟା ଘଣ୍ଟା ଟ୍ରାଫିକ୍ ଜାମରେ ଫସିଲେ ରାଜଧାନୀ ବାସିନ୍ଦା। ଗତକାଲି ବିଳମ୍ବିତ ରାତିରୁ ଭୋର୍ ୪ଟା ଯାଏଁ ଦିଲ୍ଲୀରେ ଏମିତି ତାଣ୍ଡବ ରଚିଥିଲା ଝଡ଼ବର୍ଷା।