ଟଙ୍କା ପାଇଁ ନିର୍ଯାତନା ଦେଉଥିଲେ ଘର ମାଲିକ, ସୁଇସାଇଡ୍ ନୋଟ୍ ଲେଖି ଆତ୍ମହତ୍ୟା କଲେ ଯୁବକ

ଭୁବନେଶ୍ବର ୩୦।୪: ସହିପାରିଲେନି ନିର୍ଯାତନା, ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ । ଅସହ୍ୟ ହେଲା ଘର ମାଲିକଙ୍କ ନିର୍ଯାତନା । ଯାହା ଫଳରେ ଟ୍ରେନ୍ ଆଗକୁ ଡେଇଁ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ମୃତ ଯୁବକ ହେଲେ ଭି.ଜେ. ଭୋଭେଲ । ତାଙ୍କ ଘର ପୁନାମାଗେଟ୍ ନିକଟରେ । ଯୁବକ ଜଣଙ୍କ ମଙ୍ଗଳବାର ରାତିରେ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି । ଘର ମାଲିକ ଟଙ୍କା ପାଇଁ ନିର୍ଯାତନା ଦେଉଥିବା ସେ ସୁଇସାଇଡ ନୋଟ୍‌ରେ ଉଲ୍ଲେଖ କରିଛନ୍ତି । ମୃତଦେହକୁ ଜବତ କରି ତଦନ୍ତ କରୁଛି ଜିଆର୍‌ପି ।You Can Read:ଗାଁ ହାଟ ଜବରଦଖଲ ମୁକ୍ତ କରିବା ଦାବିରେ ରାସ୍ତା ଅବରୋଧ : ଉପଜିଲ୍ଲାପାଳଙ୍କୁ ଘେରିଲେ, ଗାଡ଼ି ଅଟକାଇଲେ 

ଟଙ୍କା ପାଇଁ ନିର୍ଯାତନା ଦେଉଥିଲେ ଘର ମାଲିକ, ସୁଇସାଇଡ୍ ନୋଟ୍ ଲେଖି ଆତ୍ମହତ୍ୟା କଲେ ଯୁବକ

ଭୁବନେଶ୍ବର ୩୦।୪: ସହିପାରିଲେନି ନିର୍ଯାତନା, ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ । ଅସହ୍ୟ ହେଲା ଘର ମାଲିକଙ୍କ ନିର୍ଯାତନା । ଯାହା ଫଳରେ ଟ୍ରେନ୍ ଆଗକୁ ଡେଇଁ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ମୃତ ଯୁବକ ହେଲେ ଭି.ଜେ. ଭୋଭେଲ । ତାଙ୍କ ଘର ପୁନାମାଗେଟ୍ ନିକଟରେ । 

ଯୁବକ ଜଣଙ୍କ ମଙ୍ଗଳବାର ରାତିରେ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି । ଘର ମାଲିକ ଟଙ୍କା ପାଇଁ ନିର୍ଯାତନା ଦେଉଥିବା ସେ ସୁଇସାଇଡ ନୋଟ୍‌ରେ ଉଲ୍ଲେଖ କରିଛନ୍ତି । ମୃତଦେହକୁ ଜବତ କରି ତଦନ୍ତ କରୁଛି ଜିଆର୍‌ପି ।

You Can Read:

ଗାଁ ହାଟ ଜବରଦଖଲ ମୁକ୍ତ କରିବା ଦାବିରେ ରାସ୍ତା ଅବରୋଧ : ଉପଜିଲ୍ଲାପାଳଙ୍କୁ ଘେରିଲେ, ଗାଡ଼ି ଅଟକାଇଲେ