ଟଙ୍କା ପାଇଁ ମାମୁଁଙ୍କୁ ହତ୍ୟା କଲା ଭଣଜା । ଗାଡି କିଣିବାକୁ ଯାଇ ନିଖୋଜ ଥିଲେ ।
କନକ ବ୍ୟୁରୋ: ଟଙ୍କା ପାଇଁ ସମ୍ପର୍କରେ ଲାଗିଲା କଳଙ୍କ । ମାମୁଁଙ୍କୁ ହତ୍ୟା କଲା ଭଣଜା । ଯାଜପୁର ଜିଲ୍ଲା ଜେନାପୁର ଥାନା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି । ଜେନାପୁର ଥାନା ତୋଟାକଣ ଗାଁର ଦୁଷ୍ମନ୍ତ ନାୟକ ନାମକ ଜନୈକ ବ୍ୟକ୍ତି ଗାଡି କିଣିବାକୁ ଯାଇ ଗତକାଲିଠାରୁ ନିଖୋଜ ଥିଲେ । ଆଜି ସୁନା ମୁହିଁ ପାହାଡରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଭଣଜା ଗଗଦ ଧଳ ଏହି ହତ୍ୟାକାଣ୍ଡ ଘଟାଇଛି ।