ଟଙ୍କେ ଦି'ଟଙ୍କା ଦେଇ ଜିତାଇଦେଲେ ଲୋକେ: ସ୍ଵାଧୀନ ବିଧାୟକ
ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ବିଜେଡିର ହେଭିୱେଟ ନେତା ତଥା ୬ ଥରର ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ ୨୩ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି ବିଜୟ କୁମାର ଦଳବେହେରା।
କଟକ ଲୋଭସଭା ନିର୍ବାଚନମଣ୍ଡଳୀର ବଡମ୍ବା ବିଧାନସଭା କ୍ଷେତ୍ର ଦୀର୍ଘ ଦିନ ଧରି ବିଜେଡିର ଗଡ଼ ଭାବେ ଜଣାଶୁଣା। ହେଲେ ଏଥର ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ି ବିଜେଡିର ହେଭିୱେଟ ନେତା ତଥା ୬ ଥରର ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ ୨୩ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି ବିଜୟ କୁମାର ଦଳବେହେରା। ଏହି ଅବସରରେ ଆମ ସହ ଅଧିକ ଆଲୋଚନା କରିଛନ୍ତି ବଡ଼ମ୍ବାର ସ୍ଵାଧୀନ ବିଧାୟକ ବିଜୟ କୁମାର ଦଳବେହେରା ।