ଟଳିଲା ତେଲ ସଙ୍କଟ, ସଂଜୟ ଲାଠ ଦେଲେ ବଡ଼ ସୂଚନା

ପେଟ୍ରୋଲ୍ ପମ୍ପରେ ତେଲ ସଙ୍କଟ ଆଶଙ୍କା ଟଳିଛି । ପେଟ୍ରୋଲିୟମ୍ ଡିଲର୍ ସଂଘ ସାଧାରଣ ସମ୍ପାଦକଙ୍କ ସୂଚନା ପରେ ବି ରାଜ୍ୟର ବିଭିନ୍ନ ପେଟ୍ରୋଲ୍ ପମ୍ପରେ ତେଲ ପକାଇବାକୁ ଲୋକଙ୍କ ଗହଳି ଦେଖିବାକୁ ମିଳିଛି ।

ଟଳିଲା ତେଲ ସଙ୍କଟ, ସଂଜୟ ଲାଠ ଦେଲେ ବଡ଼ ସୂଚନା
Array