ଟସ ଜିତିଲା ଭାରତ: ଖେଳୁଛନ୍ତି କୋହଲି
ଇନ୍ଦୋର,୧୪।୧:ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉଛି। ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଟିମ ଇଣ୍ଡିଆ ମୋହାଲିରେ ପ୍ରଥମ ଟି -୨୦ ଜିତିଥିଲା। ଏହି ମ୍ୟାଚ ଜିତିବା ଏବଂ ସିରିଜରେ ୨-୦ ଅଗ୍ରଣୀ ହାସଲ କରିବାକୁ ଭାରତ ନଜର ରଖିଛି। ଦୁଇଟି ପରିବର୍ତ୍ତନ ସହିତ ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରବେଶ କରିଛ। ଶୁଭମାନ ଗିଲ […] The post ଟସ ଜିତିଲା ଭାରତ: ଖେଳୁଛନ୍ତି କୋହଲି appeared first on Dharitri Odia News.
ଇନ୍ଦୋର,୧୪।୧:ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ୩ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉଛି। ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଟିମ ଇଣ୍ଡିଆ ମୋହାଲିରେ ପ୍ରଥମ ଟି -୨୦ ଜିତିଥିଲା। ଏହି ମ୍ୟାଚ ଜିତିବା ଏବଂ ସିରିଜରେ ୨-୦ ଅଗ୍ରଣୀ ହାସଲ କରିବାକୁ ଭାରତ ନଜର ରଖିଛି।
ଦୁଇଟି ପରିବର୍ତ୍ତନ ସହିତ ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରବେଶ କରିଛ। ଶୁଭମାନ ଗିଲ ଏବଂ ତିଳକ ବର୍ମାଙ୍କ ସ୍ଥାନରେ ବିରାଟ କୋହଲି ଏବଂ ଯଶସ୍ବୀ ଜୟସ୍ବାଲଙ୍କୁ ଦଳରେ ସାମିଲ କରାଯାଇଛି।
The post ଟସ ଜିତିଲା ଭାରତ: ଖେଳୁଛନ୍ତି କୋହଲି appeared first on Dharitri Odia News.