ଟସ୍ ଜିତି ବୋଲିଂ ନିଷ୍ପତ୍ତିି ନେଇ ହାର୍ଦ୍ଦିକ ପାଣ୍ଡ୍ୟା: ଗୁଜୁରାଟ ଟାଇଟାନ୍ସର ବ୍ୟାଟିଂ ଜାରି
ଅହମ୍ମଦାବାଦ,୨୪।୩: ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ୍)-୨୦୨୪ର ପଞ୍ଚମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ ଗୁଜୁରାଟ ଟାଇଟାନ୍ସ ବ୍ୟାଟିଂ ଆରମ୍ଭ କରିଛି। ଗୁଜୁରାଟର ଦୁଇ ଓପରନ୍ ରିଦ୍ଧିମାନ ସାହା ଏବଂ ଅଧନାୟକ ଶୁବମାନ ଗିଲ୍ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇ ଥିଲେ। ଦୁହେଁ ପ୍ରାରମ୍ଭିକ ଭଲ ଷ୍ଟାଟ୍ ଦେଇଥିଲେ। ରିଦ୍ଧିମାନ ୧୯ ରନ୍ କରି […] The post ଟସ୍ ଜିତି ବୋଲିଂ ନିଷ୍ପତ୍ତିି ନେଇ ହାର୍ଦ୍ଦିକ ପାଣ୍ଡ୍ୟା: ଗୁଜୁରାଟ ଟାଇଟାନ୍ସର ବ୍ୟାଟିଂ ଜାରି appeared first on Dharitri Odia News.
ଅହମ୍ମଦାବାଦ,୨୪।୩: ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ୍)-୨୦୨୪ର ପଞ୍ଚମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ ଗୁଜୁରାଟ ଟାଇଟାନ୍ସ ବ୍ୟାଟିଂ ଆରମ୍ଭ କରିଛି।
ଗୁଜୁରାଟର ଦୁଇ ଓପରନ୍ ରିଦ୍ଧିମାନ ସାହା ଏବଂ ଅଧନାୟକ ଶୁବମାନ ଗିଲ୍ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇ ଥିଲେ। ଦୁହେଁ ପ୍ରାରମ୍ଭିକ ଭଲ ଷ୍ଟାଟ୍ ଦେଇଥିଲେ। ରିଦ୍ଧିମାନ ୧୯ ରନ୍ କରି ଆଉଟ୍ ହୋଇଥିବା ବେଳେ ଅଧିନାୟକ ଗିଲ୍ ୩୧ ରନ୍ କରିବାରେ ସକ୍ଷମ ହୋଇଥିଲେ। ଫଳରେ ଗୁଜୁରାଟର ୯.୨ ଓଭରରେ ୨ ଉଇକେଟ ହରାଇ ୭୩ ରନ୍ କରିଛି।
The post ଟସ୍ ଜିତି ବୋଲିଂ ନିଷ୍ପତ୍ତିି ନେଇ ହାର୍ଦ୍ଦିକ ପାଣ୍ଡ୍ୟା: ଗୁଜୁରାଟ ଟାଇଟାନ୍ସର ବ୍ୟାଟିଂ ଜାରି appeared first on Dharitri Odia News.