ଟି-୨୦ ବିଶ୍ୱକପ୍‌ର ମହାମୁକାବିଲାରେ ଟସ୍‌ ଜିତିଲା ପାକିସ୍ତାନ

ନ୍ୟୁୟର୍କ,୯।୬: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି -୨୦ ବିଶ୍ୱକପ୍‌ର ଏକ ବଡ଼ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। କିନ୍ତୁ ବର୍ଷ ଯୋଗୁ ମ୍ୟାଚ୍‌ ଆରମ୍ଭ ହେବାରେ ବିଳମ୍ବ ହେଉଛି। ନ୍ୟୁୟର୍କର ନାସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଟସ ପରେ ପୁଣି ବର୍ଷା ଆରମ୍ଭ ହୋଇଯାଇଛି। ଏହି ମ୍ୟାଚ୍‌ରେ ପାକିସ୍ତାନ ବ୍ଲେଇଙ୍ଗ୍‌-୧୧ରେ ଗୋଟିଏ ପରିବର୍ତ୍ତନ କରିଥିବାବେଳେ ଭାରତୀୟ ଦଳ କୌଣସି ପରିବର୍ତ୍ତନ ନକରି ପ୍ରବେଶ […] The post ଟି-୨୦ ବିଶ୍ୱକପ୍‌ର ମହାମୁକାବିଲାରେ ଟସ୍‌ ଜିତିଲା ପାକିସ୍ତାନ appeared first on Dharitri Odia News.

ଟି-୨୦ ବିଶ୍ୱକପ୍‌ର ମହାମୁକାବିଲାରେ ଟସ୍‌ ଜିତିଲା ପାକିସ୍ତାନ

ନ୍ୟୁୟର୍କ,୯।୬: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି -୨୦ ବିଶ୍ୱକପ୍‌ର ଏକ ବଡ଼ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। କିନ୍ତୁ ବର୍ଷ ଯୋଗୁ ମ୍ୟାଚ୍‌ ଆରମ୍ଭ ହେବାରେ ବିଳମ୍ବ ହେଉଛି। ନ୍ୟୁୟର୍କର ନାସାଉ କାଉଣ୍ଟି ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଟସ ପରେ ପୁଣି ବର୍ଷା ଆରମ୍ଭ ହୋଇଯାଇଛି।
ଏହି ମ୍ୟାଚ୍‌ରେ ପାକିସ୍ତାନ ବ୍ଲେଇଙ୍ଗ୍‌-୧୧ରେ ଗୋଟିଏ ପରିବର୍ତ୍ତନ କରିଥିବାବେଳେ ଭାରତୀୟ ଦଳ କୌଣସି ପରିବର୍ତ୍ତନ ନକରି ପ୍ରବେଶ କରିଛି।

The post ଟି-୨୦ ବିଶ୍ୱକପ୍‌ର ମହାମୁକାବିଲାରେ ଟସ୍‌ ଜିତିଲା ପାକିସ୍ତାନ appeared first on Dharitri Odia News.