ଟିଙ୍କଙ୍କ ଦୌରାତ୍ମ୍ୟରେ ଆତଙ୍କିତ ଗ୍ରାମବାସୀ: ସନ୍ଧ୍ୟା ହେଲେ ଶୋଷୁଛନ୍ତି ଛୁଆ ଓ ଲୋକଙ୍କ...

ପାଲଲହଡା ଉପଖଣ୍ଡ ବତିସୁଆଁ ପଞ୍ଚାୟତ ଅନ୍ତର୍ଗତ ଶ୍ରୀରାମପୁର ଗାଁ ରେ ଏହି ପତରିଆ ଟିଙ୍କ ଆକ୍ରମଣ ଯୋଗୁଁ ଗାଁ ରେ ଆତଙ୍କ ଖେଳି ଯାଇଛି। ଯଦ୍ୱାରା ଜନସାଧାରଣଙ୍କ ବଞ୍ଚିବା ମୁସ୍କିଲ୍ ହୋଇଯାଇଛି...