ଟିଟିଲାଗଡରେ ବଡ ଧରଣର ଅଗ୍ନିକାଣ୍ଡ, ଜଳିଗଲା ୨୦ ରୁ ଅଧିକ ଉଠା ଦୋକାନ
ଟିଟିଲାଗଡ ୨୫/୦୫: ଟିଟିଲାଗଡ ରେ ବଡ ଧରଣର ଅଗ୍ନିକାଣ୍ଡ। ଜଳିଗଲା ୨୦ ରୁ ଉର୍ଦ୍ଧ୍ବ ଉଠା ଦୋକାନ। ଥାନା ଛକରେ ଥିବା ଓଭର ବ୍ରିଜ ତଳେ ଥିବା ୨୦ରୁ ଉର୍ଦ୍ଧ୍ବ ଉଠା ଦୋକାନ ଜଳି ହୋଇଛି । ଲକ୍ଷାଧିକ ଟଙ୍କାର ସାମଗ୍ରୀ। ଅଗ୍ନିଶମ ଗାଡି ଆସି ନିଆଁ ଲିଭାଇବାରେ ସଫଳ ହୋଇଥିବା ବେଳେ ସବୁ ଦୋକାନ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି । ସେପଟେ ଅଗ୍ନିକାଣ୍ଡ ପରେ ସବୁ ଦୋକାନୀ ଥାନାର ଦ୍ବାରସ୍ଥ ହୋଇଛନ୍ତି