ଟିଟିଲାଗଡ଼ରେ ଇଭିଏମ୍ ଅଚଳ, ମତଦାନ ବିଳମ୍ବ
ଟିଟିଲାଗଡ଼,୨୦ା୫: ବଲାଙ୍ଗୀର ଜିଲା ଟିଟିଲାଗଡ଼ର ୧୯୧ ନଂ ବୁଥ୍ରେ ଇଭିଏମ୍ ଅଚଳ ହେବାରୁ ମତଦାନରେ ବିଳମ୍ବ ହୋଇଛି। ୭ଟାରେ ବୁଥ୍ ଖୋଲିବା ପରେ ଭୋଟରମାନେ ଲମ୍ବା ଧାଡ଼ିରେ ଠିଆ ହୋଇଥିଲେ। ମାତ୍ର ଇଭିଏମ୍ ଅଚଳ ହେବାରୁ ପ୍ରାୟ ଦେଢ଼ ଘଣ୍ଟା ପରେ ଭୋଟରମାନେ ନିଜର ମତଦାନ ସାବ୍ୟସ୍ତ କରିଥିଲେ। ବିଳମ୍ବ ନେଇ ବୁଥ୍ରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। The post ଟିଟିଲାଗଡ଼ରେ ଇଭିଏମ୍ ଅଚଳ, ମତଦାନ ବିଳମ୍ବ appeared first on Dharitri Odia News.
ଟିଟିଲାଗଡ଼,୨୦ା୫: ବଲାଙ୍ଗୀର ଜିଲା ଟିଟିଲାଗଡ଼ର ୧୯୧ ନଂ ବୁଥ୍ରେ ଇଭିଏମ୍ ଅଚଳ ହେବାରୁ ମତଦାନରେ ବିଳମ୍ବ ହୋଇଛି। ୭ଟାରେ ବୁଥ୍ ଖୋଲିବା ପରେ ଭୋଟରମାନେ ଲମ୍ବା ଧାଡ଼ିରେ ଠିଆ ହୋଇଥିଲେ। ମାତ୍ର ଇଭିଏମ୍ ଅଚଳ ହେବାରୁ ପ୍ରାୟ ଦେଢ଼ ଘଣ୍ଟା ପରେ ଭୋଟରମାନେ ନିଜର ମତଦାନ ସାବ୍ୟସ୍ତ କରିଥିଲେ। ବିଳମ୍ବ ନେଇ ବୁଥ୍ରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା।
The post ଟିଟିଲାଗଡ଼ରେ ଇଭିଏମ୍ ଅଚଳ, ମତଦାନ ବିଳମ୍ବ appeared first on Dharitri Odia News.