ଟିବିବିଡି-୨୪ ପ୍ରାରମ୍ଭରେ ୩୩ କୋଟିରୁ ଅଧିକ ଉପଭୋକ୍ତା ପରିଦର୍ଶନ

ଭୁବନେଶ୍ୱର,୩୦।୯: ଦେଶର ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ‘ଫ୍ଲିପ୍‌କାର୍ଟ’ର ବହୁ ପ୍ରତୀକ୍ଷିତ ଦ ବିଗ୍‌ ବିଲିୟନ ଡେଜ୍‌ (ଟିବିବିଡି)ର ୧୧ତମ ସଂସ୍କରଣ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏପରିକି ଫ୍ଲିପ୍‌କାର୍ଟ ଭିଆଇପି ଏବଂ ପ୍ଲସ୍‌ ଗ୍ରାହକଙ୍କ ପାଇଁ ୟର୍ଲି ଆକ୍ସେସ୍‌ ୨୦୨୪ସେପ୍ଟେମ୍ବର ୨୬ରୁ ଆରମ୍ଭ ହୋଇଥିଲାବେଳେ ୟର୍ଲି ଆକ୍ସେସ ଏବଂ ପ୍ରଥମ ଦିନର ଗ୍ରାହକ ଭିଜିଟକୁ ମିଶାଇ ପ୍ଲାଟଫର୍ମରେ ଏହି ସଂଖ୍ୟା ୩୩ କୋଟିରୁ ଅଧିକ ଉପଭୋକ୍ତା ପରିଦର୍ଶନ କରିଥିବା ରେକର୍ଡ କରାଯାଇଛି। ଏ ସମ୍ପର୍କରେ ଫ୍ଲିପକାର୍ଟର ଉପାଧ୍ୟକ୍ଷ (ଗ୍ରୋଥ୍‌ ବିଭାଗ) […] The post ଟିବିବିଡି-୨୪ ପ୍ରାରମ୍ଭରେ ୩୩ କୋଟିରୁ ଅଧିକ ଉପଭୋକ୍ତା ପରିଦର୍ଶନ appeared first on Dharitri Odia News.

ଟିବିବିଡି-୨୪ ପ୍ରାରମ୍ଭରେ ୩୩ କୋଟିରୁ ଅଧିକ ଉପଭୋକ୍ତା ପରିଦର୍ଶନ

ଭୁବନେଶ୍ୱର,୩୦।୯: ଦେଶର ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ‘ଫ୍ଲିପ୍‌କାର୍ଟ’ର ବହୁ ପ୍ରତୀକ୍ଷିତ ଦ ବିଗ୍‌ ବିଲିୟନ ଡେଜ୍‌ (ଟିବିବିଡି)ର ୧୧ତମ ସଂସ୍କରଣ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏପରିକି ଫ୍ଲିପ୍‌କାର୍ଟ ଭିଆଇପି ଏବଂ ପ୍ଲସ୍‌ ଗ୍ରାହକଙ୍କ ପାଇଁ ୟର୍ଲି ଆକ୍ସେସ୍‌ ୨୦୨୪ସେପ୍ଟେମ୍ବର ୨୬ରୁ ଆରମ୍ଭ ହୋଇଥିଲାବେଳେ ୟର୍ଲି ଆକ୍ସେସ ଏବଂ ପ୍ରଥମ ଦିନର ଗ୍ରାହକ ଭିଜିଟକୁ ମିଶାଇ ପ୍ଲାଟଫର୍ମରେ ଏହି ସଂଖ୍ୟା ୩୩ କୋଟିରୁ ଅଧିକ ଉପଭୋକ୍ତା ପରିଦର୍ଶନ କରିଥିବା ରେକର୍ଡ କରାଯାଇଛି। ଏ ସମ୍ପର୍କରେ ଫ୍ଲିପକାର୍ଟର ଉପାଧ୍ୟକ୍ଷ (ଗ୍ରୋଥ୍‌ ବିଭାଗ) ହର୍ଷ ଚୌଧୁରୀ କହିଛନ୍ତି, ପ୍ରତି ବର୍ଷ ଦେଶର ପାର୍ବଣ ଋତୁରେ ଦ ବିଗ୍‌ ବିଲିୟନ ଡେଜ୍‌ ସହ ନୂତନ ଅଭିଯାନ ଆରମ୍ଭ ହୋଇଥାଏ, ଯାହା କେବଳ ଏକ ସପିଂ ଫେଷ୍ଟିଭାଲଠାରୁ ଅଧିକ କିଛି ଦେଇଥାଏ।

The post ଟିବିବିଡି-୨୪ ପ୍ରାରମ୍ଭରେ ୩୩ କୋଟିରୁ ଅଧିକ ଉପଭୋକ୍ତା ପରିଦର୍ଶନ appeared first on Dharitri Odia News.