ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା: ଦୁର୍ଘଟଣାରେ ଜଳିଗଲେ ବାପା, ପୁଅ

ବୋଲବମ୍ ଭକ୍ତ ଯାଉଥିବା ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ଜଳିଗଲେ ବାପା, ପୁଅ। କୋରାପୁଟ ସଦର ଥାନା... The post ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା: ଦୁର୍ଘଟଣାରେ ଜଳିଗଲେ ବାପା, ପୁଅ appeared first on .

ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା: ଦୁର୍ଘଟଣାରେ ଜଳିଗଲେ ବାପା, ପୁଅ

ବୋଲବମ୍ ଭକ୍ତ ଯାଉଥିବା ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ଜଳିଗଲେ ବାପା, ପୁଅ। କୋରାପୁଟ ସଦର ଥାନା ପୋଡ଼ାଗଡ ବାଳିକା ଆଶ୍ରମ ବିଦ୍ୟାଳୟ ନିକଟରେ ଅଘଟଣ। ବାଇକରେ ବାପା, ପୁଅ ଓ ଜଣେ ମହିଳା କୋରାପୁଟରୁ ପୋଡାଗଡ ଯାଉଥିବା ସମୟରେ ସେମାନଙ୍କୁ ଧକ୍କା ଦେଇଥିଲା ବୋଲବମ୍ ଭକ୍ତ ଯାଉଥିବା ଗାଡ଼ି। ଧକ୍କା ଫଳରେ ଉଭୟ ବାପା ପୁଅ ଜଳିଯାଇଥିଲେ। ତେବେ ମହିଳାଜଣକ ବର୍ତ୍ତି ଯାଇଛନ୍ତି। ଘଟଣା ସ୍ଥଳରୁ ବୋଲବମ ଗାଡ଼ି ଫେରାର ହୋଇଯାଇଛି।

The post ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା: ଦୁର୍ଘଟଣାରେ ଜଳିଗଲେ ବାପା, ପୁଅ appeared first on .