ଟ୍ରକ ଚାପାରେ ୨ ମୃତ

ରାୟଗଡ଼ା: ଟ୍ରକ ଚାପାରେ ୨ ବାଇକ ଆରୋହୀଙ୍କ ଜୀବନ ଚାଲିଯାଇଛି। ଚାନ୍ଦିଲି ଥାନା ଭାକୁରଗୁଡ଼ା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗୋଟିଏ ବାଇକ ଡିଭାଇଡରରେ ପିଟି ହେଲା ପରେ ଟ୍ରକ ଚଢ଼ି ଯାଇଥିଲା। ବାଇକରେ ଯାଉଥିବା ୨ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ପୁରୁଷ ଥିବା ଜଣାପଡ଼ିଛି।