ଟ୍ରକ ଧକ୍କାରେ ଚାଲିଗଲା ୨ ହକି ଖେଳାଳିଙ୍କ ପ୍ରାଣ, ଟୁର୍ଣ୍ଣାମେଣ୍ଟ ସାରି ଛତିଶଗଡ଼ରୁ ଫେରୁଥିଲେ

ଭୁବନେଶ୍ୱର: ସୁନ୍ଦରଗଡ଼ରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଟ୍ରକ୍ ଧକ୍କାରେ ୨ ଜଣ ହକି ଖେଳାଳିଙ୍କ ମୃତ୍ୟୁ ଘଟିଛି। ତଳସାରା ଥାନା ନିକଟସ୍ଥ ନିମଡିହି ଗାଁରେ ଏହି ଦୁର୍ଘଟଣା ଘଟିଛି। ଛତିଶଗଡ଼ରେ ଏକ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଯାଇଥିଲେ। ମ୍ୟାଚ୍ ଖେଳିସାରି ବାଇକ ଯୋଗେ ଘରକୁ ଫେରିବା ବେଳେ ଏହି ଅଘଟଣ ଘଟିଛି। ସୂଚନାନୁଯାୟୀ, ଏହି ଦୁର୍ଘଟଣାରେ ସଚିନ କିଣ୍ଡୋ, ସୁମିଲାଲ ଟପ୍ପୋଙ୍କ ମୃତ୍ୟୁ ଘଟିଛି।