ଟ୍ରକ ସହ ଟ୍ରକର ମୁହାଁମୁହିଁ ଧକ୍କା, ୩ ମୃତ
ଦଶପଲ୍ଲା : ଦଶପଲ୍ଲାରେ ଭୟଙ୍କର ଦୁର୍ଘଟଣା । ଟ୍ରକ ସହ ଅନ୍ୟ ଏକ ଟ୍ରକର ମୁହାଁମୁହିଁ ଧକ୍କାରେ ୩ ମୃତ । ନୟାଗଡ଼ ଦଶପଲ୍ଲା ଥାନା ଟାକରା ନିକଟସ୍ଥ ଅସନିବେରେଣା ରାସ୍ତା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକକୁ ଅନ୍ୟ ଏକ ଟ୍ରକ ଧକ୍କା ଦେବାକୁ ଘଟାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଛି । ୨ଜଣ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଦଶପଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଆଉ ଜଣେ ଟ୍ରକ ମଧ୍ୟରେ ଚାପି […] The post ଟ୍ରକ ସହ ଟ୍ରକର ମୁହାଁମୁହିଁ ଧକ୍କା, ୩ ମୃତ appeared first on KNews Odisha.

ଦଶପଲ୍ଲା : ଦଶପଲ୍ଲାରେ ଭୟଙ୍କର ଦୁର୍ଘଟଣା । ଟ୍ରକ ସହ ଅନ୍ୟ ଏକ ଟ୍ରକର ମୁହାଁମୁହିଁ ଧକ୍କାରେ ୩ ମୃତ । ନୟାଗଡ଼ ଦଶପଲ୍ଲା ଥାନା ଟାକରା ନିକଟସ୍ଥ ଅସନିବେରେଣା ରାସ୍ତା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକକୁ ଅନ୍ୟ ଏକ ଟ୍ରକ ଧକ୍କା ଦେବାକୁ ଘଟାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଛି । ୨ଜଣ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଦଶପଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଆଉ ଜଣେ ଟ୍ରକ ମଧ୍ୟରେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
The post ଟ୍ରକ ସହ ଟ୍ରକର ମୁହାଁମୁହିଁ ଧକ୍କା, ୩ ମୃତ appeared first on KNews Odisha.