ଟ୍ରକ୍ ସହ ଅଟୋ ଧକ୍କା : ଡ୍ରାଇଭର ଚାପି ହୋଇ ଗୁରୁତର
ଆନନ୍ଦପୁର ୧୦।୧୧: ୨୦ ନଂ ଜାତୀୟ ରାଜପଥ ଘଷିପୁରା ଥାନା ଖପରାଖାଇ ନିକଟରେ ଦୁର୍ଘଟଣା । ଟ୍ରକ୍ ସହ ଅଟୋ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ଅଟୋ ଡ୍ରାଇଭର ଚାପି ହୋଇ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ଫସିରହିଥିବା ଡ୍ରାଇଭରଙ୍କୁ ଉଦ୍ଧାର କରିଥିବା ସୂଚନା ରହିଛି । ପ୍ରାୟ ୧ଘଣ୍ଟାର ପ୍ରୟାସପରେ ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।You Can Read:ନାବାର୍ଡ ରିପୋର୍ଟରେ ଓଡ଼ିଶା ଚାଷୀଙ୍କ ଆୟ ଦେଶରେ ଦ୍ବିତୀୟ ସର୍ବନିମ୍ନ, ଉପ ମୁଖ୍ୟମନ୍ତ୍ରୀ କହିଲେ- ଚାଷୀଙ୍କ ପାଇଁ ନାହିଁ ସଠିକ୍ ମାର୍କେଟ୍ ସପୋର୍ଟ
ଆନନ୍ଦପୁର ୧୦।୧୧: ୨୦ ନଂ ଜାତୀୟ ରାଜପଥ ଘଷିପୁରା ଥାନା ଖପରାଖାଇ ନିକଟରେ ଦୁର୍ଘଟଣା । ଟ୍ରକ୍ ସହ ଅଟୋ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ଅଟୋ ଡ୍ରାଇଭର ଚାପି ହୋଇ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ଫସିରହିଥିବା ଡ୍ରାଇଭରଙ୍କୁ ଉଦ୍ଧାର କରିଥିବା ସୂଚନା ରହିଛି । ପ୍ରାୟ ୧ଘଣ୍ଟାର ପ୍ରୟାସପରେ ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।
You Can Read: