ଟ୍ରଲର ଧକ୍କାରେ ବାଇକ ଆରୋହୀଙ୍କ ଚାଲିଗଲା ଜୀବନ
କେନ୍ଦୁଝର,୩୦।୧୨( ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥର ବାଙ୍କମାରୁଣୀ ନିକଟରେ ଏକ (ଓଡି-ଜିର-୯-ଭି-୮୯୬୯)୧୬ଚିକିଆ ଟ୍ରଲର ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି।ମୃତକ ଜଣଙ୍କ ହେଲେ ତେଲେକୋଇ ବ୍ଲକ ଅନ୍ତର୍ଗତ ରେକୁଟି ଗ୍ରାମର ବିତ୍ୟାନନ୍ଦ ଦେହୁରୀଙ୍କ ପୁଅ ମଙ୍ଗରାଜ ଦେହୁରୀ। ଉଭୟ କେନ୍ଦୁଝର ଅଭିମୁଖେ ସାମାନ ଦିଗରେ ଯାଉଥିବାବେଳେ ବାଇକକୁ ଟ୍ରଲର ଧକ୍କାଦେବାରୁ ସେ ତଳେ ପଡି ଯାଇଥିଲେ। ଫଳରେ ମୁଣ୍ତ ଉପରେ ଗାଡି ଚକ ମାଡି ଯିବାରୁ ଘଟଣାସ୍ଥଳରେ ମଙ୍ଗରାଜଙ୍କ […] The post ଟ୍ରଲର ଧକ୍କାରେ ବାଇକ ଆରୋହୀଙ୍କ ଚାଲିଗଲା ଜୀବନ appeared first on Dharitri Odia News.
କେନ୍ଦୁଝର,୩୦।୧୨( ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥର ବାଙ୍କମାରୁଣୀ ନିକଟରେ ଏକ (ଓଡି-ଜିର-୯-ଭି-୮୯୬୯)୧୬ଚିକିଆ ଟ୍ରଲର ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି।ମୃତକ ଜଣଙ୍କ ହେଲେ ତେଲେକୋଇ ବ୍ଲକ ଅନ୍ତର୍ଗତ ରେକୁଟି ଗ୍ରାମର ବିତ୍ୟାନନ୍ଦ ଦେହୁରୀଙ୍କ ପୁଅ ମଙ୍ଗରାଜ ଦେହୁରୀ। ଉଭୟ କେନ୍ଦୁଝର ଅଭିମୁଖେ ସାମାନ ଦିଗରେ ଯାଉଥିବାବେଳେ ବାଇକକୁ ଟ୍ରଲର ଧକ୍କାଦେବାରୁ ସେ ତଳେ ପଡି ଯାଇଥିଲେ। ଫଳରେ ମୁଣ୍ତ ଉପରେ ଗାଡି ଚକ ମାଡି ଯିବାରୁ ଘଟଣାସ୍ଥଳରେ ମଙ୍ଗରାଜଙ୍କ ମୃତ୍ୟୁ ଘଟିଛି। ଖବରପାଇ ପଳାସପଙ୍ଗା ବିଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ ଓ ଦୁର୍ଘଟଣା ଘଟାଇଥିବା ଟ୍ରଲର ସମେତ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
The post ଟ୍ରଲର ଧକ୍କାରେ ବାଇକ ଆରୋହୀଙ୍କ ଚାଲିଗଲା ଜୀବନ appeared first on Dharitri Odia News.