ଟ୍ରାଫିକ ପୁଲିସ ମୁଣ୍ଡରେ ଏସି ହେଲମେଟ
ପ୍ରଚଣ୍ଡ ଖରାରୁ ଆରାମ ଦେଇ ପାରିବ ଏହି ଏସି ହେଲମେଟ।
ଗୁଜରାଟ ପରେ ଭୁବନେଶ୍ୱର ଟ୍ରାଫିକ ପୁଲିସ ମୁଣ୍ଡରେ ଏସି ହେଲମେଟ । ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ସହ ଟ୍ରାଫିକ ପୁଲିସ କିପରି ତାଙ୍କର ଡ୍ୟୁଟି କରିପାରିବେ, ସେଥିପାଇଁ କମିସନରେଟ ପୁଲିସ ପକ୍ଷରୁ ଏଭଳି ବ୍ୟବସ୍ଥା କରାଯାଇଛି।