ଟ୍ରେନରେ କଟି ଅଜଣା ବୃଦ୍ଧାଙ୍କର ମୃତ୍ୟୁ
ବାଙ୍ଗିରିପୋଷି : ଆଜି ଦିନ ପ୍ରାୟ ୧୧:୩୦ ସମୟରେ ବାଙ୍ଗିରିପୋଷି-ବାଲେଶ୍ୱର ମେମୁ ଟ୍ରେନଟି ବାଲେଶ୍ଵରରୁ ବାଙ୍ଗିରିପୋଷି ଯାଉଥିବା ସମୟରେ ମୟୁରଭଂଜ ଜିଲ୍ଲା ବୁଢାମରା ରେଳ ଷ୍ଟେସନ ପାଖରେ କଟି ଜଣେ ଅଜଣା ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ରେଳ ବିଭାଗ ତରଫରୁ କୌଣସି ଅଧିକାରୀ ପହଞ୍ଚି ନଥିବା ବେଳେ ମୃତକଙ୍କ ପରିଚୟ ମଧ୍ୟ ମିଳିପାରି ନାହିଁ । The post ଟ୍ରେନରେ କଟି ଅଜଣା ବୃଦ୍ଧାଙ୍କର ମୃତ୍ୟୁ appeared first on KNews Odisha.

ବାଙ୍ଗିରିପୋଷି : ଆଜି ଦିନ ପ୍ରାୟ ୧୧:୩୦ ସମୟରେ ବାଙ୍ଗିରିପୋଷି-ବାଲେଶ୍ୱର ମେମୁ ଟ୍ରେନଟି ବାଲେଶ୍ଵରରୁ ବାଙ୍ଗିରିପୋଷି ଯାଉଥିବା ସମୟରେ ମୟୁରଭଂଜ ଜିଲ୍ଲା ବୁଢାମରା ରେଳ ଷ୍ଟେସନ ପାଖରେ କଟି ଜଣେ ଅଜଣା ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ରେଳ ବିଭାଗ ତରଫରୁ କୌଣସି ଅଧିକାରୀ ପହଞ୍ଚି ନଥିବା ବେଳେ ମୃତକଙ୍କ ପରିଚୟ ମଧ୍ୟ ମିଳିପାରି ନାହିଁ ।
The post ଟ୍ରେନରେ କଟି ଅଜଣା ବୃଦ୍ଧାଙ୍କର ମୃତ୍ୟୁ appeared first on KNews Odisha.