ଟ୍ରେନ୍‌ ଲାଇନ୍‌ରେ ପଡିଛି ଯୁବକଙ୍କ ମୃତଦେହ, ପୋଲିସର ତଦନ୍ତ ଜାରି

କଟକ ୧୦।୦୪: ଟ୍ରେନ୍‌ ଲାଇନ୍‌ରେ ପଡିଛି ଅଜଣା ଯୁବକଙ୍କ ମୃତଦେହ । କଟକ ଯୋବ୍ରା ନିକଟ ଟ୍ରେନ୍‌ ଲାଇନ୍‌ରେ ପଡିଛି ରହିଛି କ୍ଷତବିକ୍ଷତ ମୃତଦେହ । କଟକ ଜିଆର୍‌ପି ପକ୍ଷରୁ ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ବୁଧବାର ଦିନ ଯୋବ୍ରା ନିକଟ ଟ୍ରେନ୍‌ ଲାଇନ୍‌ରେ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପଡିଥିବାର ଦେଖିଥିଲେ କିଛି ଲୋକ । ଏହାପରେ ତୁରନ୍ତ ଜିଆରପିକୁ ଖବର ଦେଇଥିଲେ । ଜିଆରପି ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଛାନ୍‌ଭିନ୍‌ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ମୃତ ଯୁବକଙ୍କ ପରିଚୟ ମିଳିନାହିଁ । ଶବ ବ୍ୟବଚ୍ଛେଦ ଓ ପୋଲିସର ତଦନ୍ତ ପରେ ମୃତ୍ୟୁ ନେଇ ସଠିକ୍‌ ତଥ୍ୟ ଜଣାପଡିଛି । 

ଟ୍ରେନ୍‌ ଲାଇନ୍‌ରେ ପଡିଛି ଯୁବକଙ୍କ ମୃତଦେହ, ପୋଲିସର ତଦନ୍ତ ଜାରି

କଟକ ୧୦।୦୪: ଟ୍ରେନ୍‌ ଲାଇନ୍‌ରେ ପଡିଛି ଅଜଣା ଯୁବକଙ୍କ ମୃତଦେହ । କଟକ ଯୋବ୍ରା ନିକଟ ଟ୍ରେନ୍‌ ଲାଇନ୍‌ରେ ପଡିଛି ରହିଛି କ୍ଷତବିକ୍ଷତ ମୃତଦେହ । କଟକ ଜିଆର୍‌ପି ପକ୍ଷରୁ ତଦନ୍ତ ଆରମ୍ଭ କରିଛି । 

ଖବର ଅନୁଯାୟୀ, ବୁଧବାର ଦିନ ଯୋବ୍ରା ନିକଟ ଟ୍ରେନ୍‌ ଲାଇନ୍‌ରେ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପଡିଥିବାର ଦେଖିଥିଲେ କିଛି ଲୋକ । ଏହାପରେ ତୁରନ୍ତ ଜିଆରପିକୁ ଖବର ଦେଇଥିଲେ । ଜିଆରପି ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଛାନ୍‌ଭିନ୍‌ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ମୃତ ଯୁବକଙ୍କ ପରିଚୟ ମିଳିନାହିଁ । ଶବ ବ୍ୟବଚ୍ଛେଦ ଓ ପୋଲିସର ତଦନ୍ତ ପରେ ମୃତ୍ୟୁ ନେଇ ସଠିକ୍‌ ତଥ୍ୟ ଜଣାପଡିଛି ।