ଟ୍ରୋଲ ହେଲେ ଅଭିନେତ୍ରୀ ରାଧିକା ଆପଟେ

ମୁମ୍ବାଇ: ୭୮ ତମ ବ୍ରିଟିଶ୍ ଏକାଡେମୀ ଫିଲ୍ମ ଆୱାର୍ଡ (ବାଫ୍ଟା)ରେ ଲାମିଲ ହୋଇଥିଲେ ବଲିଉଡ୍ ଅଭିନେତ୍ରୀ ରାଧିକା ଆପଟେ। ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସମାରୋହର ଏକ ଫଟୋ ସେୟାର କରିଥିଲେ। ଯାହାଫଳରେ ୟୁଜର୍ସ ତାଙ୍କୁ ଟ୍ରୋଲ କରିଛନ୍ତି। ଏହି ଫଟୋରେ ସେ ଗୋଟିଏ ହାତରେ ସାମ୍ପେନ ଗ୍ଲାସ ଧରିଥିବା ବେଳେ ଅନ୍ୟ ହାତରେ ବ୍ରେଷ୍ଟ ପମ୍ପ କରୁଥିବା ନଜର ଆସୁଛି। କ୍ୟାପସନରେ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ କିପରି ବାଲାନ୍ସ କରୁଛନ୍ତି ଓ ଏଥିରେ […] The post ଟ୍ରୋଲ ହେଲେ ଅଭିନେତ୍ରୀ ରାଧିକା ଆପଟେ appeared first on Odisha.News.

ଟ୍ରୋଲ ହେଲେ ଅଭିନେତ୍ରୀ ରାଧିକା ଆପଟେ

ମୁମ୍ବାଇ: ୭୮ ତମ ବ୍ରିଟିଶ୍ ଏକାଡେମୀ ଫିଲ୍ମ ଆୱାର୍ଡ (ବାଫ୍ଟା)ରେ ଲାମିଲ ହୋଇଥିଲେ ବଲିଉଡ୍ ଅଭିନେତ୍ରୀ ରାଧିକା ଆପଟେ। ସେ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସମାରୋହର ଏକ ଫଟୋ ସେୟାର କରିଥିଲେ। ଯାହାଫଳରେ ୟୁଜର୍ସ ତାଙ୍କୁ ଟ୍ରୋଲ କରିଛନ୍ତି। ଏହି ଫଟୋରେ ସେ ଗୋଟିଏ ହାତରେ ସାମ୍ପେନ ଗ୍ଲାସ ଧରିଥିବା ବେଳେ ଅନ୍ୟ ହାତରେ ବ୍ରେଷ୍ଟ ପମ୍ପ କରୁଥିବା ନଜର ଆସୁଛି। କ୍ୟାପସନରେ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ କିପରି ବାଲାନ୍ସ କରୁଛନ୍ତି ଓ ଏଥିରେ ତାଙ୍କ ମ୍ୟାନେଜର ତାଙ୍କୁ ସାହଯ୍ୟ କରୁଥିବା କହିଥିଲେ। ଏହାକୁ ନେଇ କିଛି ୟୁଜର୍ସ ତାଙ୍କୁ ଟ୍ରୋଲ କରୁଥିବା ବେଳେ ଆଉ କିଛି ତାଙ୍କୁ ସମର୍ଥନ ଜଣାଇଛନ୍ତି।

The post ଟ୍ରୋଲ ହେଲେ ଅଭିନେତ୍ରୀ ରାଧିକା ଆପଟେ appeared first on Odisha.News.