'ଡବଲ୍ ଇଂଜିନ୍ ଅଚଳ'
'ବିଜେପି ସରକାର ଆସିବାର 10 ମାସ ଭିତରେ ରାଜଧାନୀ ସମେତ ସାରା ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି।ପ୍ରତିଦିନ ମହିଳା, ନାବାଳିକାଙ୍କୁ ଧର୍ଷଣ ଓ ହତ୍ୟା କରାଯାଉଛି। ଗଞ୍ଜାମରେ ଚାରି ବର୍ଷ ଝିଅ ସହ ବି ଏପରି ହୋଇଛି। ଡବଲ୍ ଇଂଜିନ୍ ଅଚଳ।' -ସ୍ନେହାଙ୍ଗିନୀ ଛୁରିଆ, ବିଜେଡି ନେତ୍ରୀ