ନିଆଁ ଲାଗିଲେ କେମିତି ବର୍ତ୍ତିବେ, ଓଟିଭି ମୁଖ୍ୟ କାର୍ଯ୍ୟାଳୟରେ ମକଡ୍ରିଲ୍
ଅଗ୍ନିକାଣ୍ଡ ଘଟିଲେ କିଭଳି ମୁକାବିଲା ହେବ ଡେମୋ ପ୍ରଦର୍ଶନ । ଡେମୋ ପ୍ରଦର୍ଶନ କଲେ ଜି ଫୋର୍ ଏସ୍ ସିକ୍ୟୁରିଟି ଅଫିସର ।
ଓଟିଭି ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟରେ ଫାୟାର ମକଡ୍ରିଲ୍। କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଲେ ଏହାର କିଭଳି ମୁକାବିଲା କରି ହେବ ତାହାର ଡେମୋ ପ୍ରଦର୍ଶନ କରିଛନ୍ତି ଜି ଫୋର୍ ଏସ୍ ସିକ୍ୟୁରିଟି ଅଫିସରମାନେ। ଅଗ୍ନିକାଣ୍ଡ ଘଟିଲେ କିଭଳି ନିଜକୁ ଏବଂ ଅନ୍ୟମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇପାରିବ ତାହାର ମକଡ୍ରିଲ କରିଛନ୍ତି ସିକ୍ୟୁରିଟି ଅଫିସର। ଏହି ଅବସରରେ ଅଗ୍ନି ନିର୍ବାପନର ବିଭିନ୍ନ କଳା କୌଶଳ ପ୍ରଦର୍ଶନ କରିଛନ୍ତି ସୁରକ୍ଷାକର୍ମୀମାନେ।
ଓଟିଭି ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟରେ ଫାୟାର ମକଡ୍ରିଲ୍। କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଲେ ଏହାର କିଭଳି ମୁକାବିଲା କରି ହେବ ତାହାର ଡେମୋ ପ୍ରଦର୍ଶନ କରିଛନ୍ତି ଜି ଫୋର୍ ଏସ୍ ସିକ୍ୟୁରିଟି ଅଫିସରମାନେ। #FireMockDrill #OTV pic.twitter.com/1bdGy6P8QK — ଓଟିଭି (@otvkhabar) February 23, 2024