ଫଟୋ ସେୟାର କରି ହୃଦୟ ଜିତିଲେ ପାକିସ୍ତାନ କ୍ରିକେଟର୍

ନୂଆଦିଲ୍ଲୀ : ଅଯୋଧ୍ୟା ରାମ ମନ୍ଦିରରେ ରାମଲଲ୍ଲାଙ୍କୁ ସ୍ଥାପନ କରାଯାଇଛି । ରାମଲଲ୍ଲାଙ୍କ ପାଇଁ ଅଯୋଧ୍ୟାରେ ଧର୍ମିକ ରୀତିନୀତି ଜାରି... The post ଫଟୋ ସେୟାର କରି ହୃଦୟ ଜିତିଲେ ପାକିସ୍ତାନ କ୍ରିକେଟର୍ appeared first on .

ଫଟୋ ସେୟାର କରି ହୃଦୟ ଜିତିଲେ ପାକିସ୍ତାନ କ୍ରିକେଟର୍

ନୂଆଦିଲ୍ଲୀ : ଅଯୋଧ୍ୟା ରାମ ମନ୍ଦିରରେ ରାମଲଲ୍ଲାଙ୍କୁ ସ୍ଥାପନ କରାଯାଇଛି । ରାମଲଲ୍ଲାଙ୍କ ପାଇଁ ଅଯୋଧ୍ୟାରେ ଧର୍ମିକ ରୀତିନୀତି ଜାରି ରହିଛି । ଏ ସବୁ ଭିତରେ ଜଣେ ପାକିସ୍ତାନର ଜଣେ ପୂର୍ବତନ କ୍ରିକେଟର ଖୁସି ଥିବାର ଜଣାପଡିଛି । ପାକିସ୍ତାନର ପୂର୍ବତନ କ୍ରିକେଟର ଦାନିଶ କନେରିଆ ରାମ ମନ୍ଦିର ଉପରେ ଏକ ବିବୃତ୍ତି ଦେଇଛନ୍ତି । ସେ ରାମଲଲ୍ଲାଙ୍କ ଫଟୋ ମଧ୍ୟ ଶେୟାର କରିଛନ୍ତି ।

ରାମଲଲ୍ଲାଙ୍କ ନୂତନ ପ୍ରତିମା ରାମ ମନ୍ଦିରର ଗର୍ଭଗୃହରେ ସ୍ଥାପନ କରାଯାଇଛି । ଗତକାଲି ଏହାର ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା। ସମସ୍ତେ ଏହାକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଏହାରି ମଧ୍ୟରେ ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଲେଗ ସ୍ପିନର ଦାନିଶ କନେରିଆ ମଧ୍ୟ ନୂତନ ପ୍ରତିମୂର୍ତ୍ତିର ଫଟୋ ଶେୟାର କରି ଏକ ଚମତ୍କାର କ୍ୟାପଶନ ଲେଖିଛନ୍ତି ।