ଡମ୍ପର-ବାଇକ୍ ଧକ୍କା, ଜଣେ ମୃତ, ୨ ଗୁରୁତର

ବୌଦ୍ଧ : ଡମ୍ପର ଓ ବାଇକ୍ ମଧ୍ୟରେ ଧକ୍କା । ଜଣେ ଯୁବତୀ ମୃତ, ଅନ୍ୟ ଦୁଇ ବାଇକ୍ ଆରୋହୀ ଗୁରୁତର । ବୌଦ୍ଧ ଥାନା ରଇଠାଣି ବାଇପାସ ଛକ ୫୭ ନମ୍ବର ଜତୀୟ ରାଜପଥରେ ଘଟିଛି ଦୁର୍ଘଟଣା । ଗୁରୁତରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ବୌଦ୍ଧ ପୋଲିସ । ଗୁରୁତରଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ବୌଦ୍ଧ […] The post ଡମ୍ପର-ବାଇକ୍ ଧକ୍କା, ଜଣେ ମୃତ, ୨ ଗୁରୁତର appeared first on KNews Odisha.

ଡମ୍ପର-ବାଇକ୍ ଧକ୍କା, ଜଣେ ମୃତ, ୨ ଗୁରୁତର
bike

ବୌଦ୍ଧ : ଡମ୍ପର ଓ ବାଇକ୍ ମଧ୍ୟରେ ଧକ୍କା । ଜଣେ ଯୁବତୀ ମୃତ, ଅନ୍ୟ ଦୁଇ ବାଇକ୍ ଆରୋହୀ ଗୁରୁତର । ବୌଦ୍ଧ ଥାନା ରଇଠାଣି ବାଇପାସ ଛକ ୫୭ ନମ୍ବର ଜତୀୟ ରାଜପଥରେ ଘଟିଛି ଦୁର୍ଘଟଣା । ଗୁରୁତରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ବୌଦ୍ଧ ପୋଲିସ । ଗୁରୁତରଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ହେବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ବୌଦ୍ଧ ପୋଲିସ ।

The post ଡମ୍ପର-ବାଇକ୍ ଧକ୍କା, ଜଣେ ମୃତ, ୨ ଗୁରୁତର appeared first on KNews Odisha.