ଡହ ଡହ ଖରାରେ ସିଝୁଛି ସାରା ଓଡିଶା, ସାଢେ ୧୧ଟା ସୁଦ୍ଧା କେନ୍ଦୁଝର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର ୬।୪: ଡହ ଡହ ଖରାରେ ସିଜୁଛି ପୁରା ଓଡିଶା । ତତଲା ପବନ ସାଙ୍ଗକୁ ମୁଣ୍ଡ ଫଟା ଖରାରେ ଜନଜବୀନ ଅସ୍ତବ୍ୟସ୍ତ । ଦିନ ୧୧ଟା ୩୦ ମିନିଟ୍ ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ ହୋଇଛି । ଏହି ରେକର୍ଡ ତାପମାତ୍ରା ଅନୁଯାୟୀ କେନ୍ଦୁଝର ସବୁଠୁ ଉତ୍ତପ୍ତ ସହର । ପାଣିପାଗ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ ଦିନ ୧୧ ଟା ୩୦ ମିନିଟ୍‌ ସୁଦ୍ଧା କେନ୍ଦୁଝରରେ ୩୮.୬ ଡିଗ୍ରୀ, ଝାରସୁଗୁଡାରେ ୩୭.୪ ଡିଗ୍ରୀ, ସମ୍ବଲପୁରରେ ୩୭.୪ ଡିଗ୍ରୀ, ଚାନ୍ଦବାଲିରେ ୩୭.୨ ଡିଗ୍ରୀ, ହୀରାକୁଦରେ ୩୬.୯ ଡିଗ୍ରୀ, ରାଉରକେଲାରେ ୩୬.୬ ଡିଗ୍ରୀ, ଭୁବନେଶ୍ୱରରେ ୩୬.୨ଡିଗ୍ରୀ, ବାଲେଶ୍ୱରରେ ୩୬ ଡିଗ୍ରୀ, ଗୋପାଳପୁରରେ ୩୨.୨ ଡିଗ୍ରୀ, ପୁରୀରେ ୩୧.୮ ଡିଗ୍ରୀ ଏବଂ ପାରାଦ୍ୱୀପରେ ୩୧.୨ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି ।ସୂଚନାଯୋଗ୍ୟ ଯେ, ସକାଳ ୮ଟା ୩୦ ସୁଦ୍ଧା ଚାନ୍ଦବାଲି ସବୁଠୁ ଉତ୍ତ୍ୟକ୍ତ ସହର ଭାବେ ରେକର୍ଡ ହୋଇଥିଲା । ଚାନ୍ଦବାଲି ୩୧.୬ ଡିଗ୍ରୀ, କେନ୍ଦୁଝର ୩୧ ଡିଗ୍ରୀ, ସମ୍ବଲପୁର ୩୦ ଡିଗ୍ରୀ, ଝାରସୁଗୁଡ଼ା ୩୦ ଡିଗ୍ରୀ, ଭୁବନେଶ୍ୱର ୨୯.୮ ଡିଗ୍ରୀ, ପାରାଦୀପ ଡିଗ୍ରୀ ୨୯. ୬ ଡିଗ୍ରୀ, ରାଉରକେଲା ୨୯.୪ ଡିଗ୍ରୀ, ଗୋପାଳପୁର ୨୯.୪ ଡିଗ୍ରୀ, ବାଲେଶ୍ୱର ୨୯ ଡିଗ୍ରୀ, ପୁରୀ ୨୯ ଡିଗ୍ରୀ, ହୀରାକୁଦ ୨୮.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।You Can Read :ସକାଳ ୮ ଟା ୩୦ ସୁଦ୍ଧା ଚାନ୍ଦବାଲି ସବୁଠୁ ଉତ୍ତପ୍ତ, ୩୧ ଡ

ଡହ ଡହ ଖରାରେ ସିଝୁଛି ସାରା ଓଡିଶା, ସାଢେ ୧୧ଟା ସୁଦ୍ଧା କେନ୍ଦୁଝର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ବର ୬।୪: ଡହ ଡହ ଖରାରେ ସିଜୁଛି ପୁରା ଓଡିଶା । ତତଲା ପବନ ସାଙ୍ଗକୁ ମୁଣ୍ଡ ଫଟା ଖରାରେ ଜନଜବୀନ ଅସ୍ତବ୍ୟସ୍ତ । ଦିନ ୧୧ଟା ୩୦ ମିନିଟ୍ ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ ହୋଇଛି । ଏହି ରେକର୍ଡ ତାପମାତ୍ରା ଅନୁଯାୟୀ କେନ୍ଦୁଝର ସବୁଠୁ ଉତ୍ତପ୍ତ ସହର । 

ପାଣିପାଗ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ ଦିନ ୧୧ ଟା ୩୦ ମିନିଟ୍‌ ସୁଦ୍ଧା କେନ୍ଦୁଝରରେ ୩୮.୬ ଡିଗ୍ରୀ, ଝାରସୁଗୁଡାରେ ୩୭.୪ ଡିଗ୍ରୀ, ସମ୍ବଲପୁରରେ ୩୭.୪ ଡିଗ୍ରୀ, ଚାନ୍ଦବାଲିରେ ୩୭.୨ ଡିଗ୍ରୀ, ହୀରାକୁଦରେ ୩୬.୯ ଡିଗ୍ରୀ, ରାଉରକେଲାରେ ୩୬.୬ ଡିଗ୍ରୀ, ଭୁବନେଶ୍ୱରରେ ୩୬.୨ଡିଗ୍ରୀ, ବାଲେଶ୍ୱରରେ ୩୬ ଡିଗ୍ରୀ, ଗୋପାଳପୁରରେ ୩୨.୨ ଡିଗ୍ରୀ, ପୁରୀରେ ୩୧.୮ ଡିଗ୍ରୀ ଏବଂ ପାରାଦ୍ୱୀପରେ ୩୧.୨ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି ।

ସୂଚନାଯୋଗ୍ୟ ଯେ, ସକାଳ ୮ଟା ୩୦ ସୁଦ୍ଧା ଚାନ୍ଦବାଲି ସବୁଠୁ ଉତ୍ତ୍ୟକ୍ତ ସହର ଭାବେ ରେକର୍ଡ ହୋଇଥିଲା । ଚାନ୍ଦବାଲି ୩୧.୬ ଡିଗ୍ରୀ, କେନ୍ଦୁଝର ୩୧ ଡିଗ୍ରୀ, ସମ୍ବଲପୁର ୩୦ ଡିଗ୍ରୀ, ଝାରସୁଗୁଡ଼ା ୩୦ ଡିଗ୍ରୀ, ଭୁବନେଶ୍ୱର ୨୯.୮ ଡିଗ୍ରୀ, ପାରାଦୀପ ଡିଗ୍ରୀ ୨୯. ୬ ଡିଗ୍ରୀ, ରାଉରକେଲା ୨୯.୪ ଡିଗ୍ରୀ, ଗୋପାଳପୁର ୨୯.୪ ଡିଗ୍ରୀ, ବାଲେଶ୍ୱର ୨୯ ଡିଗ୍ରୀ, ପୁରୀ ୨୯ ଡିଗ୍ରୀ, ହୀରାକୁଦ ୨୮.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।

You Can Read :

ସକାଳ ୮ ଟା ୩୦ ସୁଦ୍ଧା ଚାନ୍ଦବାଲି ସବୁଠୁ ଉତ୍ତପ୍ତ, ୩୧ ଡିଗ୍ରୀ ଟପିଲା ପାରଦ