ଡାଇରିଆ ସ୍ଥିତିରେ ପରିବର୍ତ୍ତନ: ରାତିରୁ ସକାଳ ଭିତରେ…
ଧର୍ମଶାଳା,୨୧।୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାରେ ଡାଇରିଆ ସ୍ଥିତି ଧିରେଧିରେ ସୁଧୁରିଛି। ଧର୍ମଶାଳାରେ ମଧ୍ୟ ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଶୁକ୍ରବାର ରାତି ୧୨ରୁ ଶନିବାର ସକାଳ ୮ଟା ମଧ୍ୟରେ ଜଣେ ରୋଗୀ ଭର୍ତ୍ତି ହୋଇଥିବା ବେଳେ ଗୋଷ୍ଠୀ ସ୍ବାସ୍ତ୍ୟକେନ୍ଦ୍ରରେ ୪୨ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ରସୁଲପୁର ବ୍ଲକ ଗୋପାଳପୁର ଅଞ୍ଚଳରୁ ରୋଗୀ ଆସୁଥିବାରୁ ଏହା ଉପରେ ସଚେତନ କରାଯିବା ସହ ମେଡିକାଲ ଟିମ୍ ପକ୍ଷରୁ ଗାଁ ଗାଁ ସଚେତନ କରାଯାଉଛି। The post ଡାଇରିଆ ସ୍ଥିତିରେ ପରିବର୍ତ୍ତନ: ରାତିରୁ ସକାଳ ଭିତରେ… appeared first on Dharitri Odia News.
ଧର୍ମଶାଳା,୨୧।୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାରେ ଡାଇରିଆ ସ୍ଥିତି ଧିରେଧିରେ ସୁଧୁରିଛି। ଧର୍ମଶାଳାରେ ମଧ୍ୟ ସ୍ଥିତିରେ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଶୁକ୍ରବାର ରାତି ୧୨ରୁ ଶନିବାର ସକାଳ ୮ଟା ମଧ୍ୟରେ ଜଣେ ରୋଗୀ ଭର୍ତ୍ତି ହୋଇଥିବା ବେଳେ ଗୋଷ୍ଠୀ ସ୍ବାସ୍ତ୍ୟକେନ୍ଦ୍ରରେ ୪୨ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ରସୁଲପୁର ବ୍ଲକ ଗୋପାଳପୁର ଅଞ୍ଚଳରୁ ରୋଗୀ ଆସୁଥିବାରୁ ଏହା ଉପରେ ସଚେତନ କରାଯିବା ସହ ମେଡିକାଲ ଟିମ୍ ପକ୍ଷରୁ ଗାଁ ଗାଁ ସଚେତନ କରାଯାଉଛି।
The post ଡାଇରିଆ ସ୍ଥିତିରେ ପରିବର୍ତ୍ତନ: ରାତିରୁ ସକାଳ ଭିତରେ… appeared first on Dharitri Odia News.