ଡାଏନିଂ ଟେବୁଲରେ ବସି ମହାପ୍ରସାଦ ସେବନ...
ହୋଟେଲରେ ଡାଏନିଂ ଟେବୁଲରେ ବସି କିଛି ପର୍ଯ୍ୟଟକ ମହାପ୍ରସାଦ ସେବନ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି। କିଛିଦିନ ତଳେ ପୁରୀ ବୁଲିବାକୁ ଆସିଥିଲେ ଏମାନେ। ତଳେବସି ମହାପ୍ରସାଦ ସେବନ କରିବାର ନିୟମ ରହିଥିବା ବେଳେ ହୋଟେଲ କର୍ତ୍ତୃପକ୍ଷ ମଧ୍ୟ ଏହାକୁ ଧ୍ୟାନ ଦେଇ ନାହାନ୍ତି। ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି...