ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା: ଅଡୁଆରେ ମମତାଙ୍କ ସରକାର

କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପ୍ରତିବାଦରେ ଜାରି ରହିଛି ଆନ୍ଦୋଳନ।

ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା: ଅଡୁଆରେ ମମତାଙ୍କ ସରକାର

କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ଦିଦିଙ୍କ ପାର୍ଟି ଏବେ ଦୁଇ ଫାଳ। ସ୍ଥିତି ଏପରି ହେଲାଣି ଯେ, ନିଜ ଦଳକୁ ଆଉ ସମ୍ଭାଳିବା ସ୍ଥିତିରେ ନାହାନ୍ତି ମମତା। ଘଟଣାକୁ ନେଇ ସାରା ଦେଶରେ ଉତ୍ତେଜନା, ସିବିଆଇ ତନାଘନା, ରାଜ୍ୟବାସୀଙ୍କ ଛିଛାକରା, କେନ୍ଦ୍ର ସରକାରଙ୍କ ଟାର୍ଗେଟ, ହାଇକୋର୍ଟଙ୍କ ସହ ସୁପ୍ରିମକୋର୍ଟଙ୍କ ଛାନଭିନ ଜାରି ରହିଛି। ଦିଦିଙ୍କ ଏଭଳି ଅସମୟରେ ଇଣ୍ଡିଆ ମେଣ୍ଟ ବି ସାଥ ଦେଉନି। ଦେଖନ୍ତୁ ପୂରା ରିପୋର୍ଟ।