ଚଳନ୍ତା ଟ୍ୟାଙ୍କରରୁ ବିଶାକ୍ତ ଗ୍ୟାସ୍‌ ଲିକ୍‌: ରାଜପଥରେ ଗାଡ଼ି ଚଳାଳଚ ବନ୍ଦ

ଭୁବନେଶ୍ୱର,୧।୭: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ୪୯ ନମ୍ବର ଜାତୀୟ ରାଜପଥ ଜାମଶୋଳା ନିକଟରେ ମଙ୍ଗଳବାର ଏକ ଅଘଟଣ ସାମ୍‌ନାକୁ ଆସିଛି। ଚଳନ୍ତା ଟ୍ୟାଙ୍କରରୁ ବିଷାକ୍ତ ପ୍ରପିଲିନ ଗ୍ୟାସ ଲିକ୍‌ ହୋଇଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି। ଘଟଣା ପରେ ଜାତୀୟ ରାଜପଥରେ ଗାଡି ଚଳାଚଳକୁ ବନ୍ଦ କରି ଦିଆଯାଇଛି। ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚି ଗ୍ୟାସ ଲି୍‌କୁ କିପରି ରୋକା ଯାଇପାରିବ ସେନେଇ ଉଦ୍ୟମ ଜାରି ରଖିଛନ୍ତି। ଅନ୍ୟପକ୍ଷେ କୌଣସି ଅଘଟଣକୁ ଦୃଷ୍ଟିରେ ରଖି […] The post ଚଳନ୍ତା ଟ୍ୟାଙ୍କରରୁ ବିଶାକ୍ତ ଗ୍ୟାସ୍‌ ଲିକ୍‌: ରାଜପଥରେ ଗାଡ଼ି ଚଳାଳଚ ବନ୍ଦ appeared first on Dharitri Odia News.

ଚଳନ୍ତା ଟ୍ୟାଙ୍କରରୁ ବିଶାକ୍ତ ଗ୍ୟାସ୍‌ ଲିକ୍‌: ରାଜପଥରେ ଗାଡ଼ି ଚଳାଳଚ ବନ୍ଦ

ଭୁବନେଶ୍ୱର,୧।୭: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ୪୯ ନମ୍ବର ଜାତୀୟ ରାଜପଥ ଜାମଶୋଳା ନିକଟରେ ମଙ୍ଗଳବାର ଏକ ଅଘଟଣ ସାମ୍‌ନାକୁ ଆସିଛି। ଚଳନ୍ତା ଟ୍ୟାଙ୍କରରୁ ବିଷାକ୍ତ ପ୍ରପିଲିନ ଗ୍ୟାସ ଲିକ୍‌ ହୋଇଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି।

ଘଟଣା ପରେ ଜାତୀୟ ରାଜପଥରେ ଗାଡି ଚଳାଚଳକୁ ବନ୍ଦ କରି ଦିଆଯାଇଛି। ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚି ଗ୍ୟାସ ଲି୍‌କୁ କିପରି ରୋକା ଯାଇପାରିବ ସେନେଇ ଉଦ୍ୟମ ଜାରି ରଖିଛନ୍ତି। ଅନ୍ୟପକ୍ଷେ କୌଣସି ଅଘଟଣକୁ ଦୃଷ୍ଟିରେ ରଖି ଦମକଳବାହୀନିଙ୍କୁ ଘଟଣାସ୍ଥଳରେ ନିୟୋଜିତ କରାଯାଇଛି।

The post ଚଳନ୍ତା ଟ୍ୟାଙ୍କରରୁ ବିଶାକ୍ତ ଗ୍ୟାସ୍‌ ଲିକ୍‌: ରାଜପଥରେ ଗାଡ଼ି ଚଳାଳଚ ବନ୍ଦ appeared first on Dharitri Odia News.