ଶ୍ରୀଲଙ୍କା ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା: ଅଧିନାୟକ ରହିବେ ଏହି ଖେଳାଳି

ନୂଆଦିଲ୍ଲୀ,୧୮।୭: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଏବଂ ଟି -୨୦ ସିରିଜ ପାଇଁ ଭାରତ ଦଳ ଘୋଷଣା କରିଛି। ସୂର୍ଯ୍ୟକୁମାର ଯାଦବଙ୍କୁ ଟି -୨୦ ଅଧିନାୟକ କରାଯାଇଛି। ଭାରତର ଟି -୨୦ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁବମାନ ଗିଲ (ଉପ-ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ରିଙ୍କୁ ସିଂ, ରିୟାନ ପରାଗ, ରିଷଭ ପନ୍ତ (ଉଇକେଟ୍‌ କିପର), ସଞ୍ଜୁ ସାମସନ (ଉଇକେଟ୍‌ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର , ରବି ବିଷ୍ଣୋଇ, ଅର୍ଶଦୀପ […] The post ଶ୍ରୀଲଙ୍କା ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା: ଅଧିନାୟକ ରହିବେ ଏହି ଖେଳାଳି appeared first on Dharitri Odia News.

ଶ୍ରୀଲଙ୍କା ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା: ଅଧିନାୟକ ରହିବେ ଏହି ଖେଳାଳି

ନୂଆଦିଲ୍ଲୀ,୧୮।୭: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଏବଂ ଟି -୨୦ ସିରିଜ ପାଇଁ ଭାରତ ଦଳ ଘୋଷଣା କରିଛି। ସୂର୍ଯ୍ୟକୁମାର ଯାଦବଙ୍କୁ ଟି -୨୦ ଅଧିନାୟକ କରାଯାଇଛି।

ଭାରତର ଟି -୨୦ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁବମାନ ଗିଲ (ଉପ-ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ରିଙ୍କୁ ସିଂ, ରିୟାନ ପରାଗ, ରିଷଭ ପନ୍ତ (ଉଇକେଟ୍‌ କିପର), ସଞ୍ଜୁ ସାମସନ (ଉଇକେଟ୍‌ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର , ରବି ବିଷ୍ଣୋଇ, ଅର୍ଶଦୀପ ସିଂ, ଖଲିଲ ଅହମ୍ମଦ, ମହମ୍ମଦ ସିରାଜ।

ଦିନିକିଆ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମାନ ଗିଲ (ଉପ-ଅଧିନାୟକ), ବିରାଟ କୋହଲି, କେ.ଏଲ ରାହୁଲ (ଉଇକେଟ୍‌ କିପର), ରିଷଭ ପନ୍ତ (ଉଇକେଟ୍‌ କିପର), ଶ୍ରେୟସ ଆୟର, ଶିବମ ଦୁବେ, କୁଳଦୀପ ଯାଦବ, ମହମ୍ମଦ ସିରାଜ, ୱାଶିଂଟନ ସୁନ୍ଦର, ଅର୍ଶଦୀପ ସିଂ, ରିଆନ ପରାଗ, ଅକ୍ଷର ପଟେଲ, ଖାଲିଲ ଅହମ୍ମଦ, ହର୍ଷିତ ରାଣା।

The post ଶ୍ରୀଲଙ୍କା ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା: ଅଧିନାୟକ ରହିବେ ଏହି ଖେଳାଳି appeared first on Dharitri Odia News.