ଡିଏନଏ-ଫରେନସିକ ରିପୋର୍ଟରୁ ଆସିଲା ସାଙ୍ଘାତିକ ତଥ୍ୟ, କୋଲକାତା ମାମଲାରେ ଅନ୍ୟ ବ୍ୟକ୍ତିଙ୍କ ରହିଛି…
କୋଲକାତା,୨୭।୮: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ସିବିଆଇ ସଞ୍ଜୟ ରୟଙ୍କୁ ଗିରଫ କରିଛି। ତେବେ ପଲିଗ୍ରାଫ ଟେଷ୍ଟ ପରେ ଏବେ DNA ଏବଂ ଫରେନସିକ ରିପୋର୍ଟରୁ ସାଙ୍ଘାତିକ କଥା ସାମ୍ନାକୁ ଆସିଛି। ବର୍ତ୍ତମାନ ସିବିଆଇ ଶେଷ ପ୍ରମାଣ ପାଇଁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (AIIMS) ର ବିଶେଷଜ୍ଞଙ୍କ ସହ ପରାମର୍ଶ ନେବ। ତେବେ ଡିଏନଏ ଓ ଫରେନ୍ସିକ ରିପୋର୍ଟରୁ […] The post ଡିଏନଏ-ଫରେନସିକ ରିପୋର୍ଟରୁ ଆସିଲା ସାଙ୍ଘାତିକ ତଥ୍ୟ, କୋଲକାତା ମାମଲାରେ ଅନ୍ୟ ବ୍ୟକ୍ତିଙ୍କ ରହିଛି… appeared first on Dharitri Odia News.
କୋଲକାତା,୨୭।୮: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ସିବିଆଇ ସଞ୍ଜୟ ରୟଙ୍କୁ ଗିରଫ କରିଛି। ତେବେ ପଲିଗ୍ରାଫ ଟେଷ୍ଟ ପରେ ଏବେ DNA ଏବଂ ଫରେନସିକ ରିପୋର୍ଟରୁ ସାଙ୍ଘାତିକ କଥା ସାମ୍ନାକୁ ଆସିଛି। ବର୍ତ୍ତମାନ ସିବିଆଇ ଶେଷ ପ୍ରମାଣ ପାଇଁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (AIIMS) ର ବିଶେଷଜ୍ଞଙ୍କ ସହ ପରାମର୍ଶ ନେବ। ତେବେ ଡିଏନଏ ଓ ଫରେନ୍ସିକ ରିପୋର୍ଟରୁ ଜଣାପଡିଛି ଯେ, ଏହି ମାମଲାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସଂପୃକ୍ତି ନାହିଁ।
ସୂଚନାଥାଉ କି, ସଞ୍ଜୟ ରୟଙ୍କୁ ପ୍ରଥମେ କୋଲକାତା ପୋଲିସର ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ ଗିରଫ କରିଥିଲା, କିନ୍ତୁ କୋଲକାତା ହାଇକୋର୍ଟ ଏହି ମାମଲାର ତଦନ୍ତକୁ ସିବିଆଇକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେବା ପରେ ଅଭିଯୁକ୍ତଙ୍କୁ ସିବିଆଇ ହସ୍ତାନ୍ତର କରାଯାଇଥିଲା।
The post ଡିଏନଏ-ଫରେନସିକ ରିପୋର୍ଟରୁ ଆସିଲା ସାଙ୍ଘାତିକ ତଥ୍ୟ, କୋଲକାତା ମାମଲାରେ ଅନ୍ୟ ବ୍ୟକ୍ତିଙ୍କ ରହିଛି… appeared first on Dharitri Odia News.