ଡିଭାଇଡରରେ ପିଟି ହୋଇ ଓଲଟିଲା କାର୍, ଜଣେ ଗୁରୁତର
ଆନନ୍ଦପୁର,୧୯ା୪(ସୁଶାନ୍ତ କୁମାର ସାହୁ): ୨୦ ନମ୍ବର ଜାତୀୟ ରାଜପଥ ନୂଆଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି କାର୍। ୨୦ ନମ୍ବର ଜାତୀୟ ରାଜପଥ ରାମଚନ୍ଦ୍ରପୁର ଥାନା ନୂଆଗାଁ ଛକ ନିକଟରେ ଯାଜପୁର ପଟୁ ଆସୁଥିବା ଏକ ଧଳା ରଙ୍ଗର କାର୍ ଭାରସାମ୍ୟ ହରାଇ ରାସ୍ତାକଡ଼ର ଡିଭାଇଡରରେ ପିଟି ହୋଇ ରାସ୍ତା ତଳକୁ ପଲଟି ପଡ଼ିଥିଲା। ଫଳରେ କାର୍ ଭିତରେ ବସିଥିବା ବାତୋ ନୂଆଗଡ଼ର ମୂରଲୀଧର ରାଉତ(୪୦)ଗୁରୁତର ହୋଇଛନ୍ତି। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଆନନ୍ଦପୁର ଉପଖଣ୍ତ ଚିକିତ୍ସାଳୟରେ […] The post ଡିଭାଇଡରରେ ପିଟି ହୋଇ ଓଲଟିଲା କାର୍, ଜଣେ ଗୁରୁତର appeared first on Dharitri Odia News.
ଆନନ୍ଦପୁର,୧୯ା୪(ସୁଶାନ୍ତ କୁମାର ସାହୁ): ୨୦ ନମ୍ବର ଜାତୀୟ ରାଜପଥ ନୂଆଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି କାର୍।
୨୦ ନମ୍ବର ଜାତୀୟ ରାଜପଥ ରାମଚନ୍ଦ୍ରପୁର ଥାନା ନୂଆଗାଁ ଛକ ନିକଟରେ ଯାଜପୁର ପଟୁ ଆସୁଥିବା ଏକ ଧଳା ରଙ୍ଗର କାର୍ ଭାରସାମ୍ୟ ହରାଇ ରାସ୍ତାକଡ଼ର ଡିଭାଇଡରରେ ପିଟି ହୋଇ ରାସ୍ତା ତଳକୁ ପଲଟି ପଡ଼ିଥିଲା। ଫଳରେ କାର୍ ଭିତରେ ବସିଥିବା ବାତୋ ନୂଆଗଡ଼ର ମୂରଲୀଧର ରାଉତ(୪୦)ଗୁରୁତର ହୋଇଛନ୍ତି। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଆନନ୍ଦପୁର ଉପଖଣ୍ତ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ସଙ୍ଗେସଙ୍ଗେ କଟକ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି।
The post ଡିଭାଇଡରରେ ପିଟି ହୋଇ ଓଲଟିଲା କାର୍, ଜଣେ ଗୁରୁତର appeared first on Dharitri Odia News.