ଡେ-ନାଇଟ୍ ଟେଷ୍ଟ ମ୍ୟାଚ୍‌ରେ ନଂ-୧ ବୋଲର କିଏ ? ନଜର ପକାନ୍ତୁ ଲିଷ୍ଟ ଉପରେ...

ନୂଆଦିଲ୍ଲୀ ୦୫।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି ଡେ-ନାଇଟ୍ ଟେଷ୍ଟ ମ୍ୟାଚ୍ । ଡିସେମ୍ବର ୬ରୁ ଆଡିଲେଡରେ ହୋଇଛି ଆରମ୍ଭ । ଡେ-ନାଇଟ୍ ଟେଷ୍ଟରେ ଅଷ୍ଟ୍ରେଲିୟ ଟିମ୍ର ରହିଛି ଏକ ଚମତ୍କାର ରେକର୍ଡ । ଏହି ଟିମ୍ ୧୨ଟି ଡେ-ନାଇଟ ମ୍ୟାଚରୁ ୧୧ଟି ମ୍ୟାଚ ଜିତିଛି, ଆଉ ମାତ୍ର ୧ ଟେଷ୍ଟ ମ୍ୟାଚ ହାରିଛି । ଭାରତ ୪ଟି ଡେ-ନାଇଟ୍ ଟେଷ୍ଟ ମ୍ୟାଚରୁ ୩ଟି ଜିତିଛି ଏବଂ ଗୋଟିଏରେ ହୋଇଛି ପରାଜୟ । ଅଷ୍ଟ୍ରେଲିଆକୁ ପରାଜୟର ସ୍ବାଦ ଚଖାଇଥିଲା ଭାରତ । ତେବେ ଡେ-ନାଇଟ ଟେଷ୍ଟ ମ୍ୟାଚରେ  ନମ୍ବର ୧ ବୋଲର ହେଉଛନ୍ତି ମିଚେଲ ଷ୍ଟାର୍କ ।  ଏହି ପ୍ଲେୟର ପିଙ୍କ ବଲ୍ରେ ମାତ୍ର ୧୮.୭୧ ଆଭରେଜରେ ନେଇଛନ୍ତି ୬୬ଟି ଓ୍ବିକେଟ । ଏହାପଛକୁ ଅଛନ୍ତି ନାଥନ୍ ଲାୟନ । ସେ ପିଙ୍କ ବଲ୍ରେ ନେଇଛନ୍ତି  ୪୩ଟି  ୱିକେଟ୍ । ସେହିପରି ପ୍ୟାଟ୍ କମିନ୍ସ ମଧ୍ୟ ଡେ-ନାଇଟ୍ ଟେଷ୍ଟ ମ୍ୟାଚରେ ୩୭ଟି ୱିକେଟ୍ ନେଇଛନ୍ତି। ଡେ-ନାଇଟ୍ ଟେଷ୍ଟ ମ୍ୟାଚରେ ଭାରତ ପାଇଁ ସର୍ବାଧିକ ନେଇଛନ୍ତି ୧୮ ଓ୍ବିକେଟ । ସେ ସର୍ବାଧିକ ନେଇଛନ୍ତି ୧୮ ୱିକେଟ୍ । ତେବେ ଜସପ୍ରୀତ ବୁମ୍ରା ଆଡିଲେଡରେ ଅଶ୍ୱିନଙ୍କୁ ଟିପବାକୁ ସୁଯୋଗ ରହିଛି । ତାଙ୍କ ନାଁରେ ରହିଛି ୧୦ଟି ଓ୍ବିକେଟ । ଯଦିଓ ଅଶ୍ୱିନ୍ ଦ୍ୱିତୀୟ ଟେଷ୍ଟ୍ ଖେଳନ୍ତି ତେବେ ବୁମ୍ରା ୨ ନମ୍ବରରେ ରହିବେ ।

ଡେ-ନାଇଟ୍ ଟେଷ୍ଟ ମ୍ୟାଚ୍‌ରେ ନଂ-୧ ବୋଲର କିଏ ?  ନଜର ପକାନ୍ତୁ ଲିଷ୍ଟ ଉପରେ...

ନୂଆଦିଲ୍ଲୀ ୦୫।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି ଡେ-ନାଇଟ୍ ଟେଷ୍ଟ ମ୍ୟାଚ୍ । ଡିସେମ୍ବର ୬ରୁ ଆଡିଲେଡରେ ହୋଇଛି ଆରମ୍ଭ । ଡେ-ନାଇଟ୍ ଟେଷ୍ଟରେ ଅଷ୍ଟ୍ରେଲିୟ ଟିମ୍ର ରହିଛି ଏକ ଚମତ୍କାର ରେକର୍ଡ । 

ଏହି ଟିମ୍ ୧୨ଟି ଡେ-ନାଇଟ ମ୍ୟାଚରୁ ୧୧ଟି ମ୍ୟାଚ ଜିତିଛି, ଆଉ ମାତ୍ର ୧ ଟେଷ୍ଟ ମ୍ୟାଚ ହାରିଛି । ଭାରତ ୪ଟି ଡେ-ନାଇଟ୍ ଟେଷ୍ଟ ମ୍ୟାଚରୁ ୩ଟି ଜିତିଛି ଏବଂ ଗୋଟିଏରେ ହୋଇଛି ପରାଜୟ । ଅଷ୍ଟ୍ରେଲିଆକୁ ପରାଜୟର ସ୍ବାଦ ଚଖାଇଥିଲା ଭାରତ । 

ତେବେ ଡେ-ନାଇଟ ଟେଷ୍ଟ ମ୍ୟାଚରେ  ନମ୍ବର ୧ ବୋଲର ହେଉଛନ୍ତି ମିଚେଲ ଷ୍ଟାର୍କ ।  ଏହି ପ୍ଲେୟର ପିଙ୍କ ବଲ୍ରେ ମାତ୍ର ୧୮.୭୧ ଆଭରେଜରେ ନେଇଛନ୍ତି ୬୬ଟି ଓ୍ବିକେଟ । ଏହାପଛକୁ ଅଛନ୍ତି ନାଥନ୍ ଲାୟନ । ସେ ପିଙ୍କ ବଲ୍ରେ ନେଇଛନ୍ତି  ୪୩ଟି  ୱିକେଟ୍ । 

ସେହିପରି ପ୍ୟାଟ୍ କମିନ୍ସ ମଧ୍ୟ ଡେ-ନାଇଟ୍ ଟେଷ୍ଟ ମ୍ୟାଚରେ ୩୭ଟି ୱିକେଟ୍ ନେଇଛନ୍ତି। ଡେ-ନାଇଟ୍ ଟେଷ୍ଟ ମ୍ୟାଚରେ ଭାରତ ପାଇଁ ସର୍ବାଧିକ ନେଇଛନ୍ତି ୧୮ ଓ୍ବିକେଟ । ସେ ସର୍ବାଧିକ ନେଇଛନ୍ତି ୧୮ ୱିକେଟ୍ । 

ତେବେ ଜସପ୍ରୀତ ବୁମ୍ରା ଆଡିଲେଡରେ ଅଶ୍ୱିନଙ୍କୁ ଟିପବାକୁ ସୁଯୋଗ ରହିଛି । ତାଙ୍କ ନାଁରେ ରହିଛି ୧୦ଟି ଓ୍ବିକେଟ । ଯଦିଓ ଅଶ୍ୱିନ୍ ଦ୍ୱିତୀୟ ଟେଷ୍ଟ୍ ଖେଳନ୍ତି ତେବେ ବୁମ୍ରା ୨ ନମ୍ବରରେ ରହିବେ ।