ଢ଼ାବା ମାଲିକକୁ ଦାନା ଦେଇ, ଲୁଟିନେଲେ ୪ ଡକାୟତ! Miscreants shoot restaurant owner 1 nabbed, Sundargarh.

ଢ଼ାବା ମାଲିକକୁ ଦାନା ଦେଇ, ଲୁଟିନେଲେ ୪ ଡକାୟତ! ଗୁରୁବାର ୨୪ ତାରିଖ ରାତି ପ୍ରାୟ ୧୧ଟା ସମୟରେ, ବିଶ୍ରା ଥାନା ଅନ୍ତର୍ଗତ ସାରୁବାହଲରେ ଥିବା ଡୁଗ୍ରୁ ଢାବାରୁ ଡକାୟତି କରିବାକୁ ୪ ଜଣ ବ୍ୟକ୍ତି ଆସି ବନ୍ଧୁକ ଓ ଛୁରୀ ଦେଖାଇ ଡକାୟତି କରିଥିଲେ।