ଢେଙ୍କାନାଳରେ ଭୁଶୁଡ଼ିଲା ନିର୍ମାଣାଧୀନ ହୋଟେଲ ଛାତ, ଜଣେ ମୃତ, ୨ ଶ୍ରମିକ ଗୁରୁତର
ଢେଙ୍କାନାଳ : ଢେଙ୍କାନାଳରେ ଭୁଶୁଡ଼ିଲା ନିର୍ମାଣାଧୀନ ହୋଟେଲ ଛାତ । ଜଣେ ମୃତ, ୨ ଶ୍ରମିକ ଗୁରୁତର ଅବସ୍ଥାରେ ଉଦ୍ଧାର । ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି । ଗୁରୁତରଙ୍କୁ ଢେଙ୍କାନାଳ ମେଡିକାଲରେ ଭର୍ତ୍ତି କରାଯାଇଛି । ଏନଏଚ- ୫୫ ମହିଷା ପାଟ ଛକ ନିକଟରେ ହୋଟେଲ ଛାତ ପଡ଼ୁଥିବାବେଳେ ଅଘଟଣ ଘଟିଛି । ୧୦ ରୁ ୧୨ ଜଣ ଶ୍ରମିକ କାମ କରୁଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । The post ଢେଙ୍କାନାଳରେ ଭୁଶୁଡ଼ିଲା ନିର୍ମାଣାଧୀନ ହୋଟେଲ ଛାତ, ଜଣେ ମୃତ, ୨ ଶ୍ରମିକ ଗୁରୁତର appeared first on KNews Odisha.

ଢେଙ୍କାନାଳ : ଢେଙ୍କାନାଳରେ ଭୁଶୁଡ଼ିଲା ନିର୍ମାଣାଧୀନ ହୋଟେଲ ଛାତ । ଜଣେ ମୃତ, ୨ ଶ୍ରମିକ ଗୁରୁତର ଅବସ୍ଥାରେ ଉଦ୍ଧାର । ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି । ଗୁରୁତରଙ୍କୁ ଢେଙ୍କାନାଳ ମେଡିକାଲରେ ଭର୍ତ୍ତି କରାଯାଇଛି । ଏନଏଚ- ୫୫ ମହିଷା ପାଟ ଛକ ନିକଟରେ ହୋଟେଲ ଛାତ ପଡ଼ୁଥିବାବେଳେ ଅଘଟଣ ଘଟିଛି । ୧୦ ରୁ ୧୨ ଜଣ ଶ୍ରମିକ କାମ କରୁଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
The post ଢେଙ୍କାନାଳରେ ଭୁଶୁଡ଼ିଲା ନିର୍ମାଣାଧୀନ ହୋଟେଲ ଛାତ, ଜଣେ ମୃତ, ୨ ଶ୍ରମିକ ଗୁରୁତର appeared first on KNews Odisha.