କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ
ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ଗଦରାଗୁଡ଼ା ଗାଁର ୯ ଟି ଏବଂ ପିଲ୍ କୁର୍ ଗାଁର ୩ଟି ମୋଟ ୧୨ ଗାଈଙ୍କର ମୃତ୍ୟୁ ହୋଇଛି । ଅନେକ ଗାଇ ବଜ୍ରାଘାତ ଦ୍ବାରା ଗୁରୁତର ଆହତ ହୋଇଛନ୍ତି । ସନ୍ଧ୍ୟା ସମୟରେ ଝିପି ଝିପି ବର୍ଷା ସାଂଗକୁ ଘଡ଼ଘଡ଼ି ବର୍ଷା ହୋଇଥିଲା । ବର୍ଷା ଯୋଗୁଁ ଚରାବୁଲା କରି ଗାଈଗୁଡ଼ିକ ଗାଁ […] The post କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ appeared first on KNews Odisha.

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ଗଦରାଗୁଡ଼ା ଗାଁର ୯ ଟି ଏବଂ ପିଲ୍ କୁର୍ ଗାଁର ୩ଟି ମୋଟ ୧୨ ଗାଈଙ୍କର ମୃତ୍ୟୁ ହୋଇଛି । ଅନେକ ଗାଇ ବଜ୍ରାଘାତ ଦ୍ବାରା ଗୁରୁତର ଆହତ ହୋଇଛନ୍ତି । ସନ୍ଧ୍ୟା ସମୟରେ ଝିପି ଝିପି ବର୍ଷା ସାଂଗକୁ ଘଡ଼ଘଡ଼ି ବର୍ଷା ହୋଇଥିଲା । ବର୍ଷା ଯୋଗୁଁ ଚରାବୁଲା କରି ଗାଈଗୁଡ଼ିକ ଗାଁ ନିକଟରେ ଥିବା ପଣସ ଗଛ ମୂଳେ ଆଶ୍ରୟ ନେଇଥିବା ବେଳେ ବଜ୍ରଘାତ ହୋଇ ଏପରି ବଡ ଅଘଟଣ ଘଟିଛି ।
The post କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ appeared first on KNews Odisha.