ତଦନ୍ତ ବାଟବଣା ପାଇଁ ଚିଠି ଲେଖିଥିଲା ପୁଞ୍ଜିଲାଲ
ପୋଲିସକୁ ବେନାମୀ ଚିଠି ଲେଖି ଫସିଯାଇଥିଲା ସଇତାନ ପୁଞ୍ଜିଲାଲ୍। ତଦନ୍ତ ବାଟବଣା ପାଇଁ ପୋଲିସକୁ ଚିଠି ଲେଖି ଧରାପଡ଼ିଲା ପୁଞ୍ଜିଲାଲ୍। ସଇତାନ ପୁଞ୍ଜିଲାଲର ଗୁମର ଖୋଲିଥିଲେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ବୋଥ୍ରା। ସନ୍ଦେହ ବଢ଼ାଇଥିଲା ହାଇଫାଇ ଇଂରାଜୀ ଶବ୍ଦ, ଲଫାପା ଅଠାରୁ ମିଳିଲା କ୍ଲୁ। ଫରେନସିକ୍ ଯାଞ୍ଚରେ ଡଷ୍ଟବିନରୁ ମିଳିଥିଲା ପାର୍ସଲ ବୋମା ବାରୁଦର ପ୍ରମାଣ