ତନେଇରାର ସାବିତ୍ରୀ,ରଜ ଅଫର
ଭୁବନେଶ୍ୱର,୧।୬: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତନେଇରା ପକ୍ଷରୁ ସାବିତ୍ରୀ ଓ ରଜ ଉପଲକ୍ଷେ ସ୍ବତନ୍ତ୍ର ଗୋଲ୍ଡ କଏନ୍ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ୨୦୨୪ ଜୁନ୍ ୧୬ ପର୍ଯ୍ୟନ୍ତ ଭୁବନେଶ୍ୱରର ଷ୍ଟେଶନ ସ୍କୋୟାରସ୍ଥିତ ତନେଇରା ଷ୍ଟୋରରୁ ଗ୍ରାହକ ଆକର୍ଷଣୀୟ ଅଫରର ଲାଭ ଉଠାଇପାରିବେ। ଏପରିକି ୨୦,୦୦୦ ଟଙ୍କା କିମ୍ବା ତଦ୍ଦୂର୍ଦ୍ଧ୍ୱ ମୂଲ୍ୟର ଶପିଂ କଲେ ଗ୍ରାହକ ଉପହାର ଆକାରରେ ୦.୨ ଗ୍ରାମର ତନିସ୍କ ଗୋଲ୍ଡ କଏନ୍ ପାଇପାରିବେ। ଏହା ସହିତ […] The post ତନେଇରାର ସାବିତ୍ରୀ,ରଜ ଅଫର appeared first on Dharitri Odia News.
ଭୁବନେଶ୍ୱର,୧।୬: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତନେଇରା ପକ୍ଷରୁ ସାବିତ୍ରୀ ଓ ରଜ ଉପଲକ୍ଷେ ସ୍ବତନ୍ତ୍ର ଗୋଲ୍ଡ କଏନ୍ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଅଫର ୨୦୨୪ ଜୁନ୍ ୧୬ ପର୍ଯ୍ୟନ୍ତ ଭୁବନେଶ୍ୱରର ଷ୍ଟେଶନ ସ୍କୋୟାରସ୍ଥିତ ତନେଇରା ଷ୍ଟୋରରୁ ଗ୍ରାହକ ଆକର୍ଷଣୀୟ ଅଫରର ଲାଭ ଉଠାଇପାରିବେ। ଏପରିକି ୨୦,୦୦୦ ଟଙ୍କା କିମ୍ବା ତଦ୍ଦୂର୍ଦ୍ଧ୍ୱ ମୂଲ୍ୟର ଶପିଂ କଲେ ଗ୍ରାହକ ଉପହାର ଆକାରରେ ୦.୨ ଗ୍ରାମର ତନିସ୍କ ଗୋଲ୍ଡ କଏନ୍ ପାଇପାରିବେ। ଏହା ସହିତ ବ୍ରାଣ୍ଡ୍ ପକ୍ଷରୁ ଶାଢ଼ି ଉପରେ ୨୦% ପର୍ଯ୍ୟନ୍ତ ଏବଂ କୁର୍ତ୍ତା ଉପରେ ୪୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି।
ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ଷ୍ଟେଶନ ସ୍କୋୟାରସ୍ଥିତ ତନେଇରା ଷ୍ଟୋର ପକ୍ଷରୁ ଏକ ଖବରଦାତା ସମ୍ମଳିନୀର ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀରେ ତନେଇରା ଏବିଏମ ନୀତୀଶ ପରାସରଙ୍କ ସମେତ ବିଏ ମାଣିକ ହଂସ ଏବଂ ବିବେକ ହଂସ ଯୋଗଦେଇ ସାବିତ୍ରୀ ଓ ରଜ ଅଫର ସାଙ୍ଗକୁ ବ୍ରାଣ୍ଡ୍ର ଉତ୍ପାଦ ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ସୂଚନା ଦେଇଥିଲେ।
ଶୁଦ୍ଧତା ଏବଂ ଆବେଗ ସହ ପ୍ରସ୍ତୁତ ହାତବୁଣା ଡ୍ରେପର ବ୍ୟାପକ ରେଞ୍ଜ୍ ତନେଇରା ଷ୍ଟୋରରୁ ଗ୍ରାହକମାନେ ପାଇପାରିବେ।
The post ତନେଇରାର ସାବିତ୍ରୀ,ରଜ ଅଫର appeared first on Dharitri Odia News.