ତପ୍ତପାଣି ଘାଟିରେ ଓଲଟିଲା ତୀର୍ଥଯାତ୍ରୀ ବସ୍‌, ୧୦ରୁ ଅଧିକ ଆହତ

ମୋହନା: ତପ୍ତପାଣି ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍‌ । ଏଥିରେ ୧୦ ଯାତ୍ରୀ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, କୋରାପୁଟରୁ ପୁରୀ ଯାଉଥିବା ଏକ ତୀର୍ଥଯାତ୍ରୀ ବସ୍‌, ତପ୍ତପାଣି ପାଳୁଖୋଳା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ଏଥିରେ ଥିବା ୪୫ ଜଣ ଆହତ ହୋଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ୧୦ ଆହତଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୋଲିସ ଘଟଣାସ୍ଥଳର ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିବା ସହ ତଦନ୍ତ ଆରମ୍ଭ କରିଛି। You Can Read: ଭୋଜି କରି ଫେରିବା ବେଳେ ଦୁର୍ଘଟଣା : ୨ ଜଣଙ୍କ ମୃତ୍ୟୁ, ୭ ଗୁରୁତର The post ତପ୍ତପାଣି ଘାଟିରେ ଓଲଟିଲା ତୀର୍ଥଯାତ୍ରୀ ବସ୍‌, ୧୦ରୁ ଅଧିକ ଆହତ appeared first on Prameya News7.

ତପ୍ତପାଣି ଘାଟିରେ ଓଲଟିଲା ତୀର୍ଥଯାତ୍ରୀ ବସ୍‌, ୧୦ରୁ ଅଧିକ ଆହତ

ମୋହନା: ତପ୍ତପାଣି ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍‌ । ଏଥିରେ ୧୦ ଯାତ୍ରୀ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, କୋରାପୁଟରୁ ପୁରୀ ଯାଉଥିବା ଏକ ତୀର୍ଥଯାତ୍ରୀ ବସ୍‌, ତପ୍ତପାଣି ପାଳୁଖୋଳା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ଏଥିରେ ଥିବା ୪୫ ଜଣ ଆହତ ହୋଇଥିଲେ।

ତେବେ ସେମାନଙ୍କ ମଧ୍ୟରୁ ୧୦ ଆହତଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୋଲିସ ଘଟଣାସ୍ଥଳର ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିବା ସହ ତଦନ୍ତ ଆରମ୍ଭ କରିଛି।

You Can Read: ଭୋଜି କରି ଫେରିବା ବେଳେ ଦୁର୍ଘଟଣା : ୨ ଜଣଙ୍କ ମୃତ୍ୟୁ, ୭ ଗୁରୁତର

The post ତପ୍ତପାଣି ଘାଟିରେ ଓଲଟିଲା ତୀର୍ଥଯାତ୍ରୀ ବସ୍‌, ୧୦ରୁ ଅଧିକ ଆହତ appeared first on Prameya News7.