ତାଙ୍କ ପୁଅଙ୍କୁ ଖୋଜିଲ, ମୋ ପିହୁକୁ କେବେ ଖୋଜିବେ ? Missing Pihu Mother meets SP of Jajpur.

ତାଙ୍କ ପୁଅଙ୍କୁ ଖୋଜିଲ, ମୋ ପିହୁକୁ କେବେ ଖୋଜିବେ ? ଯାଜପୁରର  ଅଢେଇ ବର୍ଷର କୁନି ଝିଅ ପିହୁ ନିଖୋଜ ଘଟଣାକୁ ୫ ବର୍ଷ ପୁରି ଥିବା ବେଳେ ଏଯାବତ ପିହୁର ପତା ମିଳିନି। ତେବେ ସେ ସମୟରେ ସରକାର, ପ୍ରଶାସନ ଓ ପୋଲିସର ଅବହେଳା ଯୋଗୁ ଆଜି ମୋନାଲିଶା