ତାଙ୍କ ମାଇଣ୍ଡ ଡିଷ୍ଟର୍ବ ଥିଲା
\'#ତାଙ୍କ_ମାଇଣ୍ଡ_ଡିଷ୍ଟର୍ବ_ଥିଲା..\' କଟକ ମହାନଦୀ ଯୋବ୍ରା ବ୍ୟାରେଜରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତବ୍ୟକ୍ତିଙ୍କ ନାଁ ଶ୍ୟାମ ସୁନ୍ଦର ତେଗ୍ରିଓ୍ବାଲ ଘର କଟକ ଝୋଲାସାହି ଅଞ୍ଚଳରେ ବୋଲି ଜଣାପଡ଼ିଛି। ଶୁଣନ୍ତୁ ତାଙ୍କ ପଡ଼ୋଶୀ କଣ କହୁଛନ୍ତି...